STORYMIRROR

Jyotirmayi Biswal

Romance

2  

Jyotirmayi Biswal

Romance

ଦିବ୍ଯ ପ୍ରେମ ମୋର

ଦିବ୍ଯ ପ୍ରେମ ମୋର

1 min
123

ପ୍ରତି ମୁହୁର୍ତ୍ତ ରେ ବସନ୍ତ ଲାଗୁଚି ନୂଆ

ସତେ ବଦଳି ଯାଇଛି ମୋ ଦୁନିଆ

ନୟନ ଯୁଗଳ ରେ ତୁମରି ତୃଷ୍ଣା

କୃଷ୍ଣ ବିନା ଅଧା ଯେପରି କୃଷ୍ଣା


ମୋ ମନ ଅନ୍ଧକାରେ

ଦିବ୍ୟ ଜ୍ୟୋତି ତୁମେ

ପାଇଛି ତୁମ କୁ

ସପ୍ତ ଯୁଗ ପୁଣ୍ୟେ


ସ୍ୱପ୍ନ ନାୟିକା ମୁଁ ସ୍ବପ୍ନ ଦେଖେ ନିତି

ହେ ମୋର ସ୍ବପ୍ନ ନାୟକ

ଅସମ୍ପୂର୍ଣ୍ଣ ଅଟେ ମୁହିଁ ତୁମ ବିନା

ଜୀବନ ସଙ୍ଗୀତ ର ତୁମେ ଗାୟକ


ପୂର୍ଣ୍ଣ କରି ଦେଇ ହୃଦୟ ଶୂନ୍ୟତା

ଭରିଦେଲ ମଧୁପ୍ରୀତି

ଜୀବନ ପଥରେ ତୁମରି ସଙ୍ଗରେ

ପ୍ରତି କ୍ଷଣ ଯାଉ ବିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance