STORYMIRROR

Tanmaya Nayak

Inspirational

3  

Tanmaya Nayak

Inspirational

ଧରିତ୍ରୀ ଦିବସ

ଧରିତ୍ରୀ ଦିବସ

1 min
222


 ଧ --------ଧରିତ୍ରୀ ଦୁଃଖରେ କାନ୍ଦୁଛି ଆଜି

       ଧରା ଧାମେ ସୁଖ ଯାଇଛି ହଜି ।

 ରି --------ରିତିମତ ଗଛ କଟା ଯାଉଛି 

       ରସାତଳ ଗାମୀ ମହୀ ହେଉଛି ।

 ତ୍ରୀ --------ତ୍ରିନାଥ ଅତ୍ୟନ୍ତ କ୍ଷୁବ୍ଧ ହେଲେଣି

        ତ୍ରାହି ତ୍ରାହି ଜୀବ ଡ଼ାକ ଦେଲେଣି ।



 ଦି --------ଦିବ୍ୟ ଗୁଣ ଅଛି ମଣିଷ ପାଶେ

       ଦିବା ନିଶି ଚେଷ୍ଟା କର ହରଷେ ।

 ବ--------ବନ ସଂରକ୍ଷଣ କରିବା ପାଇଁ

       ବଦ୍ଧପରିକର ହୋଇବା ଭାଇ ।

 ସ--------ସବୁଜ ବନାନୀ ସୃଷ୍ଟି ହୋଇବ

       ସଂସାର ପୁନଶ୍ଚ ହସି ଉଠିବ ।



Rate this content
Log in

Similar oriya poem from Inspirational