STORYMIRROR

sushil Creation

Tragedy

3  

sushil Creation

Tragedy

ଧନ ମରିଯିବି ତୋ ବିନା

ଧନ ମରିଯିବି ତୋ ବିନା

1 min
315

ପ୍ରେମର ମନେ ଜାଣିନଥିଲି ମୁଁ

ମୋ ଜୀବନେ ଆସି ଜଣେଇଲୁ ତୁ

ପ୍ରେମର ଆକାଶେ ପ୍ରେମ ପକ୍ଷୀ କରି

ଉଡେଇଲ ମତେ ତୁ

ମୋ ସାଥେ ସାଜିଲୁ ପ୍ରେମ ପକ୍ଷୀ ତୁ 

ଦେଖେଇଲୁ କେତେ ସ୍ୱପ୍ନ

ଜାଣିନଥିଲି ମୁଁ ଏସବୁ ନଥିଲା ସତ 

ଥିଲା ଖାଲି ମିଛ ସ୍ବପ୍ନ

କହୁଥିଲୁ ଦିନେ ତୁମେ ମୋ ଜୀବନ ତୁମେ ମୋ ହୃଦୟ

ତୁମେ ମୋର ଗେହ୍ଲା ସୁନା 

ଜାଣି ନଥିଲି ତୁମେ ଗୋଟେ ହୃଦୟହୀନା

ମୋ ହୃଦୟକୁ କଲୁ ଚୁନା ଚୁନା 

କିଏ ଡାକିବ ମତେ ଆଉ ମୋ ଧନ ସୁନା

ସପନ ସବୁ ଭାଙ୍ଗିଦେଲୁ ହେଲି ମୁଁ ଚୁନା

ବିଶ୍ୱାସ ରେ ବିଷ ଦେଇ ତୁ ଯାଆ ନା

 ଧନ ମରିଯିବି ତୋ ବିନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy