STORYMIRROR

sushil Creation

Others

3  

sushil Creation

Others

ରାକ୍ଷୀ

ରାକ୍ଷୀ

1 min
426


ରାକ୍ଷୀ ନୁହେଁ ଏକ ସୁତା ଖିଅ 

      ଛିଡ଼େଇଲେ ଛିଡି ଯିବ

ରାକ୍ଷୀ ହେଉଛି ଏକ ପବିତ୍ର ବନ୍ଧନ 

    ମଲା ଯାଏ ରହିଥିବ

ରାକ୍ଷୀ ଟିଏ ବାନ୍ଧି ଭଉଣୀ ଟିଏ 

   ମାଗିଥାଏ ଭାଇକୁ ବଚନ 

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ

ଭାଇ କହିଥାଏ ଦେଉଛି ମୁଁ ଆଜି ବଚନ 

ତା ଆଖିରେ କେବେ ଦେବିନି ମୁଁ ଲୁହ

ହସେଇବି ତତେ ସାରା ଜୀବନ

ରାକ୍ଷୀ ବାନ୍ଧିଲୁ ତୁ ରଖିବି ମାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍