STORYMIRROR

Rashmi Ranjan Behera

Abstract Others Inspirational

2  

Rashmi Ranjan Behera

Abstract Others Inspirational

ଚଇତ୍ର ଆଉ ଖୁସି

ଚଇତ୍ର ଆଉ ଖୁସି

1 min
2.3K


ଚଇତର ତାଳେ ତାଳେ ,

ଚିର ଚଇତିର ମେଳେ ।

ଶୀତ ମାଉସୀର କୋଳେ ,

ଖୁସି ବହୂଚୋରି ଖେଳେ ।

ଝୁଣ୍ଟି ପଡ଼ିଗଲେ ତଳେ ,

କାନ୍ଦେ ବସି ମାଆ କୋଳେ ।

ନିଦ ବାହାନାରେ କୋଳେ ,

ଆଖି ଦୁଇଟିକୁ ମଳେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract