STORYMIRROR

Sai Mahapatra

Abstract Drama

2  

Sai Mahapatra

Abstract Drama

ଛାଡଖାଇ

ଛାଡଖାଇ

1 min
129


ବିଦାୟ ନେଇଛି କାର୍ତ୍ତିକ ମାସ ପୁଣି ଆସିବ ଆର ବର୍ଷକୁ

ଜନ ଗହଳି ରେ ଫାଟି ପଡୁଛି ଆମିଷ ଦୋକାନ ମୋଡ଼ି ।


ଖାଇବାକୁ କୁକୁଡ଼ା ଓ ଛେଳି ର ବେକ କୁ

ଅର୍ଥ କୁ ଅନର୍ଥ କରି ଆଜିର ମଣିଷ ହୋଇଛି ବାଟବଣା ।


ଛାଡ଼ଖାଇ ଆମିଷ ଦିବସ ରୂପେ ପାଳନ କରିବାକୁ ବଜାଉଛି ବାଜଣା

କାର୍ତ୍ତିକ ମାସରେ ଛାଡିଥିବା ଖାଦ୍ୟ ଯଥା ଆଳୁ,ବାଇଗଣ,ଛୁଇଁ ,ଇତ୍ୟାଦି ନଖାଇ ଆମିଷ ଖାଇ ମନାଉଛି ସେ ଆଜି ଛାଡଖାଇ ।


ପୁଣ୍ୟ ବଦଳରେ ପାପ ର ଭାଗୀଦାର ହେଉଛି ଆଜିର ନିର୍ବୋଧ ମଣିଷ

ଜୀବ ହତ୍ୟା ଭଳି ମହାପାପ ଭାଗୀଦାର ହୋଇ ସେ ଆଜି କରି ଚାଲିଛି ନିଜେ ନିଜର ହିଁ ସର୍ବନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sai Mahapatra

Similar oriya poem from Abstract