STORYMIRROR

Jayant Shial

Inspirational Others

3  

Jayant Shial

Inspirational Others

ବନ୍ଧୁତା

ବନ୍ଧୁତା

1 min
238

ରାତି ହୋଇଗଲେ ଆସଇ ଜହ୍ନ , 

ସବୁଠୁ ସୁନ୍ଦର ମୋ ସାଙ୍ଗର ମନ |


ସୂର୍ଯ୍ୟ ଲୁଚି ଗଲେ ଆସଇ ରାତି ,

ସବୁେବେଳ ମନେ ପଡେ ମୋ ସାଙ୍ଗର ସ୍ମୃତି |


ମୋ ସାଙ୍ଗର ମନ ନିର୍ମଳ ଭାରି ,

ତାର ଜୀବନ ଯାଉ ଖୁସିରେ ଭରି |


ସବୁ ରାତି ହୋଇ ପୂର୍ଣ୍ଣିମା ରାତି ,

ହସ ଖୁସିରେ ଯାଉ ତା ଜୀବନ ବିତି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayant Shial

Similar oriya poem from Inspirational