STORYMIRROR

Abhash Panda

Abstract

2  

Abhash Panda

Abstract

ବିଶ୍ୱ ଗୁରୁ

ବିଶ୍ୱ ଗୁରୁ

1 min
352

ନୂଆ ଆଶା ଓ ଉନ୍ମାଦନା ନେଇ

ବିକାଶ ଦିଗ ରେ ଆଗେଇ,

ପ୍ରେମ ଶାନ୍ତି ଓ ମୈତ୍ରୀ ର ବାର୍ତ୍ତା

ସାରା ଦୁନିଆ କୁ ଶିଖେଇ,

ସବୁ ଧର୍ମ କୁ ସମ୍ମାନ ଜଣାଏ

ଅବ୍ରିଶାନ୍ତ ନିରନ୍ତର,

ଶସ୍ୟଶ୍ୟାମଳା ମୋ ଭାରତ ଭୂଇଁ

ବିଶ୍ଵଗୁରୁ ହେବା ସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract