STORYMIRROR

Abhash Panda

Others

2  

Abhash Panda

Others

ନିଃସ୍ୱାର୍ଥ ପ୍ରେମ

ନିଃସ୍ୱାର୍ଥ ପ୍ରେମ

1 min
232

ନିଃସ୍ୱାର୍ଥ ପ୍ରେମ କଳ୍ପନା ବାହାରେ

ଖୋଜିଲେ ବି ମିଳିବନି,

ବିଶ୍ୱାସଘାତକ ଘୁରି ବୁଲୁଛନ୍ତି

ବାଜି ଉଠେ ଶଙ୍ଖଧ୍ଵନି..

ଅନ୍ତର୍ଦ୍ୱନ୍ଦ୍ୱରେ ମସଗୁଲ ଜୀବନ

ସୁପ୍ତପ୍ରାୟ ମିଠା ବାଣୀ,

ସ୍ୱାର୍ଥର ପ୍ରତିମା ହାତେ ଖଡ୍ଗ ଧରେ

ବେଳ ଦେଖି ଦେବ ହାଣି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍