STORYMIRROR

Avi Monalisa Parida

Classics

2  

Avi Monalisa Parida

Classics

ଭାରତ ମାତା

ଭାରତ ମାତା

1 min
45

ଏଇ ଦେଶ ଏଇ ମାଟି, ଆମକୁ ଦେଲ ଭେଟି 

ଭାରତ ମାତା ପାଇ, କେତେ ରକତ ଦେଲ ଝରାଇ 

ଆଜି ସମସ୍ତେ ସ୍ୱାଧୀନ ହେଲୁ, କେବଳ ତୁମମାନଙ୍କର ବଳିଦାନ ପାଇଁ 

ଭାରତ ମାଟିରେ ଆଜି, ଖୁସିର ଫୁଲ ଫୁଟିଛି ସୁଖର ଫଳ ଫଳୁଛି 

ଅସମର୍ଥକୁ ସମର୍ଥ କରିପାରିଛନ୍ତି, ଭାରତ ମାଟିର ବୀର ସନ୍ତାନ ମାନେ 

ସେଇ ବୀର ସନ୍ତାନ ଓ ବୀର ଯବାନମାନଙ୍କ ପାଇ, ଦୀପଟିଏ ଜଳାଇ କୋଟି ନମସ୍କାର ଦେଇ ପ୍ରଣାମ ଜଣାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Avi Monalisa Parida

Similar oriya poem from Classics