ବଢ଼ିଚାଲିଛି
ବଢ଼ିଚାଲିଛି
ଵଢିଚାଲିଛି
କେତେ ଫୁଲ ଫୁଟି
ଝଡ଼ଇ କଦମ୍ବ ଗଛରୁ
କିଏ ତାହା ଗଣିଛି
କେତେ ରକତ ଝରି
ବହିଗଲାଣି
ଦୟା ନଦୀ
କିଏ ତାହା ଜାଣିଛି
ହେଲେ
ତମେ ଵୁଣିଛ
ଜାତି ପ୍ରଥାର ଵିଷ ମଞ୍ଜି
ସତରେ ତାହା
ଦିନ କୁ ଦିନ
ବଢ଼ି ଚାଲିଛି ।
ଵଢିଚାଲିଛି
କେତେ ଫୁଲ ଫୁଟି
ଝଡ଼ଇ କଦମ୍ବ ଗଛରୁ
କିଏ ତାହା ଗଣିଛି
କେତେ ରକତ ଝରି
ବହିଗଲାଣି
ଦୟା ନଦୀ
କିଏ ତାହା ଜାଣିଛି
ହେଲେ
ତମେ ଵୁଣିଛ
ଜାତି ପ୍ରଥାର ଵିଷ ମଞ୍ଜି
ସତରେ ତାହା
ଦିନ କୁ ଦିନ
ବଢ଼ି ଚାଲିଛି ।