Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutirekha Das

Abstract Children Stories Classics

3  

Smrutirekha Das

Abstract Children Stories Classics

ବାପା

ବାପା

1 min
335


ପିତା ସ୍ୱର୍ଗ ପିତା ଧର୍ମ

ପିତା ତୁମେ ଦୁନିଆରେ ସବୁଠୁ ମହାନ,

ଆକାଶଠୁ ମହାନ ହୃଦୟ ତୁମର

ତୁମ ବିନା ମୂଲ୍ୟହୀନ ଅଟେ ଏ ଜୀବନ |


ସଂସାର ବାଟରେ ଚାଲିବାକୁ ତୁମେ

ଦେଖାଇଛ ନୂଆ ପଥ,

ହାତ ଛାଡିଦେଲେଲେ ଝୁଣ୍ଟି ପଡିବି ମୁଁ

ଚିହିଁବିନି ମିଛ ସତ |


ଆଖିରେ ଭରିଛ ଆଖିଏ ସପନ

ଆମ ପାଇଁ ଖାଲି ସିନା,

ଜୀବନ ଯୁଦ୍ଧରେ ହାରିବିନି ବୋଲି

ତୁମେ କରିଅଛ ପଣ ପରା |


ମୋ ହୃଦୟ ମନ୍ଦିରରେ

ବାପା ତୁମେ ଚଳନ୍ତି ଦେବତା,

ତୁମ ହାତେ ହାତ ଥିଲେ ଜାଣେ ମୁହିଁ

କେବେ ନଇଁବନି ମୋର ମଥା |


Rate this content
Log in

More oriya poem from Smrutirekha Das

Similar oriya poem from Abstract