STORYMIRROR

PUSPANJALI PUSPANJALI

Abstract

2  

PUSPANJALI PUSPANJALI

Abstract

ବାପା

ବାପା

1 min
291

ମୁଁ ତ ଜାଣି ପାରେନା ସ୍ନେହ ଶ୍ରଦ୍ଧା ର

ବସୁନ୍ଧରା , ଦୁହେଁ କିଏ ଛୋଟ ଓ ବଡ

ସଭିଏଁ କହନ୍ତି ମା ର ସେନେହ

ମା ର ମମତା ଯୁଗେ ଯୁଗେ

ସ୍ୱରଗାଦପି ଗରିୟସି

ମୁଁ ତ ଦେଖିଛି ବାପାଙ୍କୁ ମୋହର

ଶରଧା ରତନ ଖଣି

ଉପରକୁ ସଦା ନିର୍ବିକାର ସିଏ

ସନ୍ତାନ ର ସ୍ନେହ ଅନ୍ତରେ ଭରି

ଦୁଃଖ ସହି ବାପା ହସି ଦିଅନ୍ତି

ବିପଦେ ହୁଅନ୍ତି ସାହା

ଲୁହ ପିଇ ପିଇ କୋହ କୁ ଚାପି

ଉପରେ ଦିଅନ୍ତି ନାହିଁ ହସି

କେହି କେବେ ଥରେ ବୁଝି ଚକି

ବାପା ଶବ୍ଦ ର ଅର୍ଥ

ବା ରୁ ଆରମ୍ଭ ପା ରେ ଶେଷ

ଆକାଶରୁ ପୃଥିବୀ ଉଚ୍ଚତା

କିଏ ମାପିବ

ବାପା ସେ ଆମ ବାପା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PUSPANJALI PUSPANJALI

Similar oriya poem from Abstract