Rajib Kumar Patel
Tragedy Inspirational Thriller
ଅତୀତର ସ୍ମୃତି ମନେ ପଡିଗଲେ
ମନେ ଭରି ଉଠେ କୋହ।
ପିଲାଦିନ କଥା ଭୁଲି ହୁଏ ନାହିଁ
ଆଖିରୁ ଝରିପଡେ ଲୁହ।
କେତେ ସୁନ୍ଦର ଥିଲା ବିଗତ ଦିନ
ଭାବିଲେ ଲାଗୁଛି କଷ୍ଟ।
ଏବେ ସମସ୍ତେ ମୋବାଇଲ ରେ ବ୍ୟସ୍ତ
ଭବିଷ୍ୟତ ହେଲା ଭ୍ରଷ୍ଟ।
ବାପା
ଅତୀତ
ଚଳନ୍ତି ଠାକୁର
ଦୀପାଳି ଦୀପାଳି
ବିନା ଦ୍ଵିଧାରେ ବିନା ଦ୍ଵିଧାରେ
ଆତଂକବାଦୀ ବିଶ୍ବେ ସମସ୍ୟା ଆତଂକବାଦୀ ବିଶ୍ବେ ସମସ୍ୟା
ହସର ଉଦ୍ଧତ ଜୁଆର ଯେବେ ଦେଖେ ନାହିଁ ଓଦା ଆଖିର ଲୁହ ହସର ଉଦ୍ଧତ ଜୁଆର ଯେବେ ଦେଖେ ନାହିଁ ଓଦା ଆଖିର ଲୁହ
ଅବୋଲକରା ଶଦ୍ଦ ଅବୋଲକରା ଶଦ୍ଦ
ସଖୀ କଣ୍ଢେଇ ସଖୀ କଣ୍ଢେଇ
ଝରାଶେଫାଳି ଝରାଶେଫାଳି
ସମ୍ବିଧାନେ କେବଳ ଧର୍ମନିରପେକ୍ଷତା'ର ସ୍ବଗତକ୍ତି ପ୍ରାର୍ଥନା ପ୍ରାଙ୍ଗଣେ ମଧ୍ଯ ଧର୍ମ ନାମରେ ବିଭତ୍ସ ବିଭକ୍ତି ସ... ସମ୍ବିଧାନେ କେବଳ ଧର୍ମନିରପେକ୍ଷତା'ର ସ୍ବଗତକ୍ତି ପ୍ରାର୍ଥନା ପ୍ରାଙ୍ଗଣେ ମଧ୍ଯ ଧର୍ମ ନାମରେ...
ତୁମେ ଗଲା ପରେ ତୁମେ ଗଲା ପରେ
ଏ ପୁଳା ପୁଳା ଜଳି ଯାଉଥିବା ଅଙ୍ଗାରର ପୋଡ଼ା ଗନ୍ଧ। ମୋ ସାରା ଶରୀରର ତନ୍ତ୍ରୀରେ ଭରି ଯାଉଛି ଯନ୍ତ୍ରଣାର ପଞ୍... ଏ ପୁଳା ପୁଳା ଜଳି ଯାଉଥିବା ଅଙ୍ଗାରର ପୋଡ଼ା ଗନ୍ଧ। ମୋ ସାରା ଶରୀରର ତନ୍ତ୍ରୀରେ ଭରି...
ଅହଙ୍କାର ନିଜ ପୋଡ଼ିକି ପାରୁଛ ଲୁଚିଛି ଯା'ତୁମ ଦେହେ ଦଶ ହାତ ମୋର ଭାଙ୍ଗି କି ପାରିବ ସବୁ ତ ମାୟାର ମୋହେ?୫ ... ଅହଙ୍କାର ନିଜ ପୋଡ଼ିକି ପାରୁଛ ଲୁଚିଛି ଯା'ତୁମ ଦେହେ ଦଶ ହାତ ମୋର ଭାଙ୍ଗି କି ପାରିବ ...
ଆଖି କୋଣରୁ ଝରୁଥିବା ଲୁହ ମାନଙ୍କୁ ରୋକେଇ ବନ୍ଧେଇ ରିଜରଭିୟର ଆଖି କୋଣରୁ ଝରୁଥିବା ଲୁହ ମାନଙ୍କୁ ରୋକେଇ ବନ୍ଧେଇ ରିଜରଭିୟର
ଚିହ୍ନ ଚିହ୍ନ
ଧର୍ମଭୀରୁର ମାତୃସ୍ତବ ଧର୍ମଭୀରୁର ମାତୃସ୍ତବ
ପାଦ ଚାଲୁଥିଲା ଆଗକୁ ଆଗକୁ ଢେର୍ ଆଗକୁ ଅନ୍ଧକାରକୁ ଧକ୍କା ମାରି ମାରି ରାସ୍ତାରେ ଖାଲି କଳା କଳା ଧୂଆଁ ଥିଲା ପାଦ ଚାଲୁଥିଲା ଆଗକୁ ଆଗକୁ ଢେର୍ ଆଗକୁ ଅନ୍ଧକାରକୁ ଧକ୍କା ମାରି ମାରି ରାସ୍ତାରେ ଖାଲି କ...
ସେଥିରେ ମଜା ନାହିଁ ସେଥିରେ ମଜା ନାହିଁ
ଗର୍ଭଣା ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି
ପାପ ତାପ ହାରୀମୁକୁନ୍ଦ ମୁରାରୀ ପାପ ତାପ ହାରୀମୁକୁନ୍ଦ ମୁରାରୀ
ତାମ୍ରଧ୍ବଜ ନାଁରେ ହିଁ ପ୍ରକମ୍ପିତ ହୁଏ ଆଧ୍ଯାତ୍ମିକତାର ଭାବ ନିରୁତା ଅଧ୍ଯବସାୟରେ ସାଧିଲେ ସେ ମାନବତ୍ବର ଜବାବ ... ତାମ୍ରଧ୍ବଜ ନାଁରେ ହିଁ ପ୍ରକମ୍ପିତ ହୁଏ ଆଧ୍ଯାତ୍ମିକତାର ଭାବ ନିରୁତା ଅଧ୍ଯବସାୟରେ ସାଧିଲେ ...
ବୋଉଲୋ....... ଭାରି ଭୟ ଲାଗେ ତୋ ଠାରୁ ମାଡ଼ ସତ,ମୁଁ ଏଇନେ କହୁଛି ମାଡ଼ କାଟେ ନାହିଁ......... ... ବୋଉଲୋ....... ଭାରି ଭୟ ଲାଗେ ତୋ ଠାରୁ ମାଡ଼ ସତ,ମୁଁ ଏଇନେ କହୁଛି ମାଡ଼ ...