ଚଳନ୍ତି ଠାକୁର
ଚଳନ୍ତି ଠାକୁର
1 min
233
ବାପା ମାଆ ଚରଣେ କଲେ ସେବା
ଲଭଇ କେତେ ଯେ ପୂଣ୍ୟ
ଅଟନ୍ତି ଆମର ଚଳନ୍ତି ଠାକୁର
କରିବା ନାହିଁ ଘୃଣ୍ୟ।।
ତାଙ୍କରି ବିନା ହେବା ଆମେ ବାଟବଣା
ସିଏ ତ ମାର୍ଗଦର୍ଶକ।
ନ ମାନିଲେ ବଚନ ମିଳିବନି ସୁଖ
ଜୀବନଟା ହେବ ନର୍କ।
