STORYMIRROR

Rajib Kumar Patel

Others

2  

Rajib Kumar Patel

Others

ଚଳନ୍ତି ଠାକୁର

ଚଳନ୍ତି ଠାକୁର

1 min
76


ପିତା ମାତା ଚରଣେ କଲେ ସେବା

ଲଭଇ କେତେ ଯେ ପୂଣ୍ୟ

ଅଟନ୍ତି ଆମର ଚଳନ୍ତି ଠାକୁର

କରିବା ନାହିଁ ଘୃଣ୍ୟ।।


ତାଙ୍କରି ବିନା ହେବା ଆମେ ବାଟବଣା

ସିଏ ତ ମାର୍ଗଦର୍ଶକ।

​​​ନ ମାନିଲେ ବଚନ ମିଳିବନି ସୁଖ

ଜୀବନଟା ହେବ ନର୍କ।


  


Rate this content
Log in