STORYMIRROR

Dr. Diptiranjan Behera

Inspirational

2  

Dr. Diptiranjan Behera

Inspirational

ଅନୁତପ୍ତ

ଅନୁତପ୍ତ

1 min
13.7K




ପାପ ପଙ୍କିଳ ଏ ଶରୀର ମୋହର

ଇଚ୍ଛା ହୁଏ ପିଦେବା କୁ ଜହର ||


ଅନୁତପ୍ତ ମୁହିଁ ନାହିଁ ମୋର ଶକ୍ତି

ଭାବୁଛି କେମନ୍ତେ ପାଇବି ମୁଁ ମୁକ୍ତି ||


ଆହେ ମହାବାହୁ ଆହେ ଚକାଡୋଳା

ପାରି କର ମୋତେ ଏହି ପାପଭେଳା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational