STORYMIRROR

Arabinda Acharya

Fantasy

2  

Arabinda Acharya

Fantasy

ଅକୁହା

ଅକୁହା

1 min
13.5K


ସେଦିନୁ ମୁଁ

ଚାଲିଛି ଭାବି ,

କଣ ବୋଲି ଡାକିବି ତୁମକୁ ?

ସବୁ ନାଁ କୁ

ଥରେ ଥରେ

ଲଗେଇ ସାରିଚି

କେଉଁଟି ଲାଗୁନି ଭଲ

ଆଗରୁ ତ ନାଁ ଧରି ଡାକୁଥିଲି

ସବୁ ଥିଲା ଠିକ୍ |

ଏବେ କାହିଁକି

ଲାଗୁଚି ଅଡୁଆ ?

ସେ ଏକ ଆକୁହା ସମ୍ପର୍କ

ଆମ ଭିତରେ

ଆସି ହେଇଛି ଠିଆ |


Rate this content
Log in

Similar oriya poem from Fantasy