ଅଜାଣତେ
ଅଜାଣତେ
ଝଲସାଏ ପବନରେ ଥଳଥଳ ଅଶ୍ରୁଜଳ
ଅଧରକୁ ଯେବେ ଚୁମି ଯାଏ,
ଅନୁଭବ କରେ ସେହି ପ୍ରତିଟି ମୁହୂର୍ତ୍ତ
ଅଜାଣତେ କହିଦେଇ ତୋତେ ଭଲପାଏ ||
ଝଲସାଏ ପବନରେ ଥଳଥଳ ଅଶ୍ରୁଜଳ
ଅଧରକୁ ଯେବେ ଚୁମି ଯାଏ,
ଅନୁଭବ କରେ ସେହି ପ୍ରତିଟି ମୁହୂର୍ତ୍ତ
ଅଜାଣତେ କହିଦେଇ ତୋତେ ଭଲପାଏ ||