STORYMIRROR

Dr. Diptiranjan Behera

Fantasy

2  

Dr. Diptiranjan Behera

Fantasy

ଆସିବା ଆଗରୁ

ଆସିବା ଆଗରୁ

1 min
13.6K


ଏଇତ ତୁମେ ଆସିଥିଲ

ଟିକେ ଆସିବା ଆଗରୁ

ଶୁଣୁଥିଲି ତୁମ ଗୀତ

ତୁମେ ଗାଇବା ଆଗରୁ ||


ଜାଣେନା କେମିତି କେବେ

ଆସି ତୁମେ ଛୁଇଁ ଚାଲି ଯାଅ

ଯେବେଯେବେ ମନ ଖୋଜେ

ସଦା ତୁମେ ପାଖେ ମୋର ଥାଅ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy