STORYMIRROR

Chittaranjan Lenka

Abstract Inspirational

1  

Chittaranjan Lenka

Abstract Inspirational

ଆପଣା ଲୋକ

ଆପଣା ଲୋକ

1 min
2.2K


ସୁଖ ବେଳେ ସବୁ ସାଥୀରେ ସଙ୍ଗାତ

ଦୁଃଖରେ କ୍ଵଚିତ ଲୋକ

ହାତକୁ ତାହାର ଛାଡ଼ିବୁନି କେବେ

ଦେଉ ପଛେ ସେ ଲୋତକ

ହୋଇଥାଉ ସିଏ ରକତ ତୋହର

ଅଥବା ଭାବ ସମ୍ପର୍କ

ଈଶ୍ଵରଙ୍କ ଛଡା ଏହି ଦୁନିଆରେ

ସିଏ ହିଁ ଆପଣା ଲୋକ

ଚିତ୍ତରଞ୍ଜନ ଲେଙ୍କା

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract