STORYMIRROR

Bikram Panda

Inspirational

3  

Bikram Panda

Inspirational

ଆକାଶ ମୁହାଁ ପକ୍ଷୀ

ଆକାଶ ମୁହାଁ ପକ୍ଷୀ

1 min
13.2K


ଆକାଶ  ମୁହାଁ ପକ୍ଷୀ

ଆକାଶ  ମୁହାଁ ପକ୍ଷୀ ହିଁ  ଜାଣେ 

ଏହା ତା'ର ଉଡ଼ିବା ନା ବିବଶତା...

ନା ମୁଠାଏ ସ୍ୱପ୍ନ ପାଇଁ ଇନ୍ଦ୍ରଜାଲରେ

ପଶିବାର ଚଞ୍ଚଳତା ...। 

 

ତଥାପି ଖୋଜିବାକୁ ମନଭର୍ତ୍ତି ମୁକୁଳା ପବନ...

ଚାଖଣ୍ଡେ ଖାଲିପଣ ନେଇ 

ଦୂରଗାମୀ ପକ୍ଷୀ ଉଡେ,

ଖୋଜିବାକୁ ତାହାରି କାରଣ.. ॥  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational