Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Sahoo

Inspirational

3  

Trilochan Sahoo

Inspirational

ଯିଏ ହାରିନି ସିଏ

ଯିଏ ହାରିନି ସିଏ

1 min
7.5K


ବେଳେବେଳେ ଇଶ୍ଵର ଜାଣିଜାଣି ମଣିଷକୁ ହରାଇ ଦିଅନ୍ତି । କାରଣ ତାଙ୍କ ଇଚ୍ଛା ବିନା କେହି କିଛି ପାଇନାହାଁନ୍ତି । ଆଉ ମୁଁ କେମିତି ବା ପାଇଥାନ୍ତି ! ଏ କଥାକୁ ଟିକେ ସରଳ କରିବା ପାଇଁ ଗୋଟେ ଉଦାହରଣ ଦଉଛି । ଏଇ ଯେମିତି ମୁଁ ଏଇ ଜକେଟଟା କିଣିଲି । ସେଟା ପୁଣି ଜଣେ ନେଇଗଲା । ନେଇଗଲା ମାନେ ମୋର ଗୋଟେ ଧନୀ ସାଙ୍ଗ ବାହାଘରିଆ ଯିବବୋଲି ମାଗିଲା । କଣ କରିବି ! ସାଙ୍ଗରେ କିଣିବାକୁ ଯାଇଥିଲୁ ଯେତେବେଳେ, ନଦେବି ବା କେମିତି । ସେଥିପାଇଁ ବାଧ୍ୟହୋଇ ଦେଲି । ତାପରେ ସିଏ (ମାନେ ମୋର ସେଇ ଧନୀ ସାଙ୍ଗ ) ସଫା କରିକି ଦେବ ବୋଲି କହିଲା । ତାପରେ ତ ସିଏ ଦଉଛି ... ।


ତା ନାଁ କହିଲେ ହୁଏତ ସିଏ ମୋ ନାଁରେ PIL କେସ କରିପାରେ । ସେମିତି ଯାହା ହବାକୁ ଥିବ ତାହା ନିଶ୍ଚିତ ହେବ । ଯଉ ବାଟରେ ହେଲେ ହେବ । ତୁମେ କିଛି କରିପାରିବ ନାହିଁ କି ମୁଁ କିଛି କରିପାରିବି ନାହିଁ । ସେଥିପାଇଁ ଯାହା ହଉଛି ତାକୁ ହବାକୁ ଦିଅ ।


Rate this content
Log in

Similar oriya story from Inspirational