Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯିଏ ହାରିନି  ସିଏ
ଯିଏ ହାରିନି ସିଏ
★★★★★

© Trilochan Sahoo

Inspirational

1 Minutes   7.5K    26


Content Ranking

ବେଳେବେଳେ ଇଶ୍ଵର ଜାଣିଜାଣି ମଣିଷକୁ ହରାଇ ଦିଅନ୍ତି । କାରଣ ତାଙ୍କ ଇଚ୍ଛା ବିନା କେହି କିଛି ପାଇନାହାଁନ୍ତି । ଆଉ ମୁଁ କେମିତି ବା ପାଇଥାନ୍ତି ! ଏ କଥାକୁ ଟିକେ ସରଳ କରିବା ପାଇଁ ଗୋଟେ ଉଦାହରଣ ଦଉଛି । ଏଇ ଯେମିତି ମୁଁ ଏଇ ଜକେଟଟା କିଣିଲି । ସେଟା ପୁଣି ଜଣେ ନେଇଗଲା । ନେଇଗଲା ମାନେ ମୋର ଗୋଟେ ଧନୀ ସାଙ୍ଗ ବାହାଘରିଆ ଯିବବୋଲି ମାଗିଲା । କଣ କରିବି ! ସାଙ୍ଗରେ କିଣିବାକୁ ଯାଇଥିଲୁ ଯେତେବେଳେ, ନଦେବି ବା କେମିତି । ସେଥିପାଇଁ ବାଧ୍ୟହୋଇ ଦେଲି । ତାପରେ ସିଏ (ମାନେ ମୋର ସେଇ ଧନୀ ସାଙ୍ଗ ) ସଫା କରିକି ଦେବ ବୋଲି କହିଲା । ତାପରେ ତ ସିଏ ଦଉଛି ... ।


ତା ନାଁ କହିଲେ ହୁଏତ ସିଏ ମୋ ନାଁରେ PIL କେସ କରିପାରେ । ସେମିତି ଯାହା ହବାକୁ ଥିବ ତାହା ନିଶ୍ଚିତ ହେବ । ଯଉ ବାଟରେ ହେଲେ ହେବ । ତୁମେ କିଛି କରିପାରିବ ନାହିଁ କି ମୁଁ କିଛି କରିପାରିବି ନାହିଁ । ସେଥିପାଇଁ ଯାହା ହଉଛି ତାକୁ ହବାକୁ ଦିଅ ।

ଯିଏ ହାରିନି ସିଏ ଇଶ୍ଵର ମଣିଷ

Rate the content


Originality
Flow
Language
Cover design

Comments

Post

Some text some message..