Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

0.6  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଦୁଃଖ କିଛି ନାହିଁ ମନରେ

ଦୁଃଖ କିଛି ନାହିଁ ମନରେ

1 min
7.2K


ଦୁଃଖ କିଛି ନାହିଁ ମନରେ

କେବଳ ଆନଂଦ ମିଳେ

ଏ ଜୀବନେ ଭୂମଂଡଳେ

ଭାସିଲେବି ନୟନ ଜଳେ !

ଅସରଂତି କରୁଣାର ଭଂଡାର ସାଇଁ

କାହା ପ୍ରତି ତାଂକର ତ ଅସୂୟା ନାହିଁ

ଦୁଃଖରେ ବି ସୁଖ ଥାଏ

ହସ ଆଖି ଲୁହ ଦିଏ

ଯେହ୍ନେ ଉଷା ରଜନୀ ପରେ !

ଅବୋଧ ଅଜ୍ଞାନ ମନ ବୁଝି ପାରେନା

କାରଣ ନ ଥିଲେ ପ୍ରଭୁ ଦୁଃଖ ଦିଏନା

ମଂଗଳମୟୀ ତା ଇଚ୍ଛା

ପୂରା କରେ ମନୋବାଂଛା

ଶୂନ୍ୟ କୁଂଭ ସେହି ତ ଭରେ !


Rate this content
Log in

Similar oriya poem from Inspirational