Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ଧ ବିଶ୍ଵାସ
ଅନ୍ଧ ବିଶ୍ଵାସ
★★★★★

© Jaya Krishna Meher

Inspirational

1 Minutes   6.5K    2


Content Ranking

ଭୁଲ ହୋଇଯାଏ ଅଜାଣତରେ

ସତେ କି ! ମୋର କିଛି ହୋଇଯିବ

ମନରେ ଜମାଟ ବାନ୍ଧେ ଅଜଣା ଭୟ

କାଳେ କିଛି ଘଟିଯିବ କି ! 

ଅଧିକ ଶିକ୍ଷିତ ଅତ୍ୟାଧୁନିକ ମନ ବି

ଝାଉଁଲି ହାର ମାନିଯାଏ ।

ମନକୁ ବୁଝାଇ ଥକିପଡେ 

ବାରମ୍ବାର ସୃତିହୁଏ ସେ ପ୍ରତିବିମ୍ବ

ସବୁକିଛି ଥାଇ ଲାଗେ ଅନ୍ଧ ,ମୁକ , ବିକଳାଙ୍ଗ

ଶେଷରେ ମାନିବାକୁ ବାଧ୍ୟ ହୁଏ

ସେହି ପାରମ୍ପରିକ ବିଶ୍ୱାସ 

ଅନ୍ଧବିଶ୍ୱାସ.......ଅନ୍ଧବିଶ୍ୱାସ......।

 ଜୟକୃଷ୍ଣ ମେହେର 

  ଗୋହିରାପଦର 

  9938822205

ଶିକ୍ଷିତ ପ୍ରତିବିମ୍ବ ଅନ୍ଧବିଶ୍ୱାସ

Rate the content


Originality
Flow
Language
Cover design

Comments

Post


Some text some message..