Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବନ୍ଧୁତ୍ବ
ବନ୍ଧୁତ୍ବ
★★★★★

© Titi Sarangi

Inspirational

1 Minutes   6.6K    3


Content Ranking

ବନ୍ଧୁତ୍ବର ମଧୁରତାରେ

ଏ ଜୀବନ ଭୁଲିଯାଏ

ଜୀବନର ବନ୍ଧୁରତାକୁ,

ତୁମ ସାଥେ ଚାଲୁଛି ମୁଁ

ପାଇ ସେହି କୋମଳତା

ବାଣ୍ଟି ମୋର ସୁଖ ଆଉ ଦୁଃଖକୁ ।

ସେଇଭଳି ଭାବ ଥାଉ

ଚିରକାଳ ସ୍ବପ୍ନ ମୋର

ବନ୍ଧୁତାର ଆମ ଏ ବନ୍ଧନ,

ଅସ୍ଥାୟୀ ଏ ସମୟରେ

ରହିଥାଉ ସ୍ମୃତି ହୋଇ

ଆମର ଏ ସ୍ଥାୟୀ ବନ୍ଧୁପଣ ।

ବନ୍ଧୁତ୍ବ ଜୀବନ ସ୍ବପ୍ନ

Rate the content


Originality
Flow
Language
Cover design

Comments

Post

Some text some message..