Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

ନୀଳାଦ୍ରି ବିହାରୀ

ନୀଳାଦ୍ରି ବିହାରୀ

1 min
6.9K


ବିଚକ୍ଷଣ ବୁଦ୍ଧି ବିଚିତ୍ର କରମା

ଶୁଣିଛି କେତେକ ଲୋକଙ୍କ ଠାରୁ।

ପ୍ରତାରକ ବୋଲି କୁହନ୍ତିନି କେହି

ବ୍ରହ୍ମତତ୍ତ୍ଵ ତୁମେ ବିଶାଳ ଦାରୁ।

ନୀଳାଦ୍ରି ବିହାରୀ ହୋଇପାର ପ୍ରଭୂ

ତୁମେ ନୀଳବର୍ଣ୍ଣ ଶୃଗାଳ ନୁହଁ।

ତେବେ କାହିଁ ପାଇଁ ଛଳନା କପଟେ

ସାରା ଜଗତକୁ ଭୁଲେଇ ଦିଅ।

ନିଜର ବୋଲି ମୁଁ କହିଲି ଦି ପଦ

ଅଭିମାନେ ତୁମେ ଦୂରେଇବନି।

ଛଳନା କପଟ କରୁଥାଅ ପଛେ

ଆପଣାପଣକୁ ଛଡେଇବନି।


Rate this content
Log in

Similar oriya poem from Inspirational