Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀଳାଦ୍ରି ବିହାରୀ
ନୀଳାଦ୍ରି ବିହାରୀ
★★★★★

© Hrushikesh Satpathy

Inspirational

1 Minutes   6.8K    5


Content Ranking

ବିଚକ୍ଷଣ ବୁଦ୍ଧି ବିଚିତ୍ର କରମା

ଶୁଣିଛି କେତେକ ଲୋକଙ୍କ ଠାରୁ।

ପ୍ରତାରକ ବୋଲି କୁହନ୍ତିନି କେହି

ବ୍ରହ୍ମତତ୍ତ୍ଵ ତୁମେ ବିଶାଳ ଦାରୁ।

ନୀଳାଦ୍ରି ବିହାରୀ ହୋଇପାର ପ୍ରଭୂ

ତୁମେ ନୀଳବର୍ଣ୍ଣ ଶୃଗାଳ ନୁହଁ।

ତେବେ କାହିଁ ପାଇଁ ଛଳନା କପଟେ

ସାରା ଜଗତକୁ ଭୁଲେଇ ଦିଅ।

ନିଜର ବୋଲି ମୁଁ କହିଲି ଦି ପଦ

ଅଭିମାନେ ତୁମେ ଦୂରେଇବନି।

ଛଳନା କପଟ କରୁଥାଅ ପଛେ

ଆପଣାପଣକୁ ଛଡେଇବନି।

ପାର୍ଥନା ବହ୍ମତତ୍ବ ଦାରୁ ପ୍ରଭୁ

Rate the content


Originality
Flow
Language
Cover design

Comments

Post


Some text some message..