Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସାଥିରେ

ସାଥିରେ

1 min
6.5K


ପକ୍ଷୀ ପରି ଯାର ନୀରବତା ,

ପବନ ପରି ଯା’ ଚଞ୍ଚଳତା

ଆକାଶ ପରି ଯା’ ହୃଦୟ ,

କଳାମେଘ ତାର ସନ୍ଦେହ

ସ୍ଵପ୍ନ ଶବାରୀରେ ଥରଟେ ଆସେ ,

ମୋ ନିଦରେ ରାତିରେ ମୋ ପାଖେ ବସେ

ବସେ ଚୁପଚାପ ପାଖରେ ମୋର ,

କୋଟି ପ୍ରଂଶବାଚୀ ଆଖିରେ ତାର

କହେ ନାହିଁ କିଛି ଚୁପ ରହେ ,

ନୀରବତା ତାର କାହାଣୀ କହେ

ସଜଳ କାଜଲ ନୟନ ଦୁଇ ,

ମୋ ଆସ ଆକାଶରେ ବିହଙ୍ଗ ହୋଇ ।


Rate this content
Log in

Similar oriya poem from Classics