Audio

Forum

Read

Contests

Language


Write

Sign in
Wohoo!,
Dear user,
ମହାନ
ମହାନ
★★★★★

© Chittaranjan Lenka

Inspirational

1 Minutes   1.0K    2


Content Ranking

ଶିଶିର ବିନ୍ଦୁକୁ         କରିଥାଏ ବଡ

ତାହାର ମହତ ଗୁଣ

ହେଲେ କିଏ ଭଲ    ପାଉଥାଏ ଶୁଣି

ସାଗର କ୍ରୂର ଗର୍ଜନ?


ଏବେ ନିଜେ କୁହ     କିଏ ଅଟେ ବଡ

ସାଗର ଅବା କାକର

ମହାନ ପଣତ        ବଡ କରିଥାଏ

ଏ କଥା ନୁହେଁ ବେକାର


ଚିତ୍ତ ରଞ୍ଜନ ଲେଙ୍କା(କଟକ)©

ଶିଶିର ସାଗର ମହାନ

Rate the content


Originality
Flow
Language
Cover design

Comments

Post


Some text some message..