STORYMIRROR

ରଶ୍ମୀ ରାଉତ୍

Fantasy

4  

ରଶ୍ମୀ ରାଉତ୍

Fantasy

ଲାଜେଇ ବର୍ଷା

ଲାଜେଇ ବର୍ଷା

1 min
357

ବର୍ଷା

ତୁ ମତେ ଭିଜେଇଛୁ ଖୁବ୍

ଥରେ କେବେ ଗାଧୋଇତ ଦେ!

ତାକୁ ମନେ ପକେଇଛୁ ଖୁବ୍

ନେଇଥରେ ତା'ଠିଁ ଛାଡି ଦେ!


ତାକୁ ଏବେ ସଜେଇଛୁ ଖୁବ୍

ଶ୍ରାବଣରେ ସିନ୍ଥି ଭରି ଦେ!

ପାଉଁଜିତ ବଜାଇଛୁ ଖୁବ୍

ଗୋଡମୁଦି ଝୁଣ୍ଟିଆବି ଦେ!


ମେଘସ୍ୱପ୍ନ ଦେଖେଇଛୁ ଖୁବ୍

ତୋ ରାଇଜେ ବୁଲେଇତ ନେ!

ଜହ୍ନଟାକୁ ଢାଙ୍କିଦେଉ ଖୁବ୍

ସେଠି ଘର କରିବାକୁ ଦେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ରଶ୍ମୀ ରାଉତ୍

Similar oriya poem from Fantasy