STORYMIRROR

ରଶ୍ମୀ ରାଉତ୍

Others

3  

ରଶ୍ମୀ ରାଉତ୍

Others

ବର୍ଷା

ବର୍ଷା

1 min
456

ଛିଟା ଛିଟା ବର୍ଷାର ଓଦା ଓଦା ଈର୍ଷା

   ଅଳସୀ ସଞ୍ଜର ମତୁଆଲୀ ଆଶା

ଭିଜା ଭିଜା ଜହ୍ନର ଜ୍ୟୋତ୍ସ୍ନା ନିଶା ନିଶା

   ଈଷତ୍ ସ୍ପର୍ଶରେ ଶିହରିତ ପରଷା ।


ଅଭିମାନୀ ନିଳିମାର ଉଷୁମ ସ୍ନାହାନ

   ନିଶି ନିଶି ଛନ୍ଦ ମଧ୍ୟେ ନବ ଇଙ୍ଗିତ

ସଜ ସଜ ସମ୍ମୋହିତ ସଙ୍ଗୀତ ପସରା

  ଧିରେ ଧିରେ ସାତରଙ୍ଗେ ଆଙ୍କେ ପ୍ରେମ ଧାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ରଶ୍ମୀ ରାଉତ୍