ବାପା ଡାକ
ବାପା ଡାକ
କାହାକୁ ଡାକିବା ଆଉ ସେ ବାପା ଡାକ
ହଜିଗଲା ଆଜି ମୋର ସେ ବାପା ଡାକ
ପର କରି ତୁମେ ଛାଡି ଗଲ ହାତ
କେମିତି ଚାଲିବି ମୁଁ ଜୀବନର ବାଟ
ଜାଣିଛି ତୁମେ ଆଉ ଫେରିବିନ ବାପା
କେମିତି ଚାଲିଗଲ ତୁମେ ନକରି ଦେଖା ।।
କାହାକୁ ଡାକିବା ଆଉ ସେ ବାପା ଡାକ
ହଜିଗଲା ଆଜି ମୋର ସେ ବାପା ଡାକ
ପର କରି ତୁମେ ଛାଡି ଗଲ ହାତ
କେମିତି ଚାଲିବି ମୁଁ ଜୀବନର ବାଟ
ଜାଣିଛି ତୁମେ ଆଉ ଫେରିବିନ ବାପା
କେମିତି ଚାଲିଗଲ ତୁମେ ନକରି ଦେଖା ।।