STORYMIRROR

Drx Nihar Ranjan ghosh

Romance

3  

Drx Nihar Ranjan ghosh

Romance

ପ୍ରେମ

ପ୍ରେମ

1 min
67

ପ୍ରେମ ନାମଟି ଅଢ଼େଇ ଅକ୍ଷର

ସମ୍ବନ୍ଧ ଏହା ଦୁଇଟି ମନର ।

ଅବନୀ ମଧ୍ୟରେ ସମ୍ପର୍କ ଏ ନିଆରା

ଜୀବ ଜଗତକୁ କରେ ଆତ୍ମହରା।

ଜୀବଜନ୍ତୁ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ

ସଭିଏଁ ପ୍ରେମରୋଗ ରେ ପଡ଼ିତ।

ପ୍ରେମ ବର୍ଷାରେ ଭିଜିଗଲେ ମନ

ଆସିଯାଏ ତାର ନବଯୌବନ ।

ପ୍ରେମ ପବନ ଲାଗିଲେ ଥରେ

ଭେଦିଯାଏ ତାହା ମନ ଭିତରେ।

ପ୍ରେମ ଅଗ୍ନିରେ ପଡ଼ିଲେ ଜୀବ

ଜଳି ଜଳି ତାର ଜୀବନ ଯିବ ।

ପ୍ରେମର ଅନ୍ୟ ନାମଯେ ପ୍ରତାରଣା

ତାହା ଆଉ କାହାକୁ ବା ଅଜଣା ।


Rate this content
Log in

More oriya poem from Drx Nihar Ranjan ghosh

Similar oriya poem from Romance