Dr Jharana Satapathy

Tragedy Inspirational

3  

Dr Jharana Satapathy

Tragedy Inspirational

ଯାହା ନାହିଁ ଭାରତେ ତାହା ନାହିଁ ଜଗ

ଯାହା ନାହିଁ ଭାରତେ ତାହା ନାହିଁ ଜଗ

1 min
370



ବିଦେଶକୁ ଆସି ମନରେ ଭାରି ପଶ୍ଚାତାପ ବିବେକ ବାବୁଙ୍କର । ମନରେ ଭାରି ଅଭିଳାସ ଥିଲା ବିଦେଶ ଯାଇ ଭଲ ପଇସା ରୋଜଗାର କରିବା । ଟଙ୍କାର ଲୋଭ ମୁଣ୍ଡ ଭିତରେ ପଶିଥିଲା । ଖାଲି ହା ପଇସା ହିଁ ପଇସା । ଦିନରାତି ଖାଲି ସ୍ବପ୍ନ ଖାଲି ଟଙ୍କା ରୋଜଗାର କରିବା ।


କିନ୍ତୁ ବିଦେଶରେ ଯାଇ କିଛି ବର୍ଷ ରହଣୀ ଭିତରେ ଵିବେକ ବାବୁଙ୍କର ନା ମନରେ ଥିଲା ଶାନ୍ତି ଥିଲା ନା କେହି ଆତ୍ମୀୟ ଥିଲେ କଥାବାର୍ତ୍ତା କରିବାକୁ । ଟଙ୍କା ମନରେ ଶାନ୍ତି ଦେଇନଥିଲା । ମନେ ମନେ ଭାରି ପଶ୍ଚାତାପ ! ମାଆ ହାତ ରନ୍ଧା ଖାଇବାକୁ ମିଳିଲା ନା ଭଲରେ ଖାଇବାକୁ ମୁଠେ କିଏ ବାଢିଦେଲା । ଭାରି ମନେପଡିଲା ଵିଵେକ ଵାଵୁଙ୍କୁ ତାଙ୍କ ମାଆର ହାତର ପଖାଳ କଂସା । ବିଦେଶରେ ରହି ରହି ପାଶ୍ଚାତ୍ୟ ସଂସ୍କୃତି ସହିତ ଏତେ ବୋର ହୋଇଗଲେ ମନରେ ଆସିଗଲା ତାଙ୍କର ଭାରି ବିସ୍ତାପ । ନିଷ୍ପତ୍ତି ନେଲେ ସ୍ବଦେଶ ଫେରିଯିବାକୁ ।


ମନେ ମନେ ଭାଵିନେଲେ ସତରେ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ । କି ବିଦେଶରେ ରହିଲି ନିଜ ଭାରତଭୂମି ଜନ୍ମମାଟିକୁ ସବୁବେଳେ ଝୁରି ହେଲି । ଏଥର ଫେରିଯିବି ଆମ ଭାରତମାଟିକୁ ଏବଂ ଗର୍ବ ସ୍ବାଭିମାନ ସହ ସେଠିବଞ୍ଚିପାରିବି ।



Rate this content
Log in

Similar oriya story from Tragedy