Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Lalita Mohan Mishra

Tragedy


2  

Lalita Mohan Mishra

Tragedy


ଶୀତୁଆ ରାତି

ଶୀତୁଆ ରାତି

1 min 475 1 min 475


                                

            ମାଧିଆ ଆରପାରିକୁ ଯିବା ପରଠାରୁ ପାଣୁଆବୋଉର ରହିବା ସ୍ଥାନ କହିଲେ କେବଳ ଝୁମ୍ପୁଡି ଚାଳିଆଟି ।ସାଥିରେ ଥାଆନ୍ତି ଚାରି ବର୍ଷର କୁନି ଝିଅ ଗେଲି ଓ ଦଶ ବର୍ଷର ବଡ ପୁଅ ପାଣୁଆ । ଅସହ୍ୟ ଶୀତ ଦାଉରୁ ରକ୍ଷା କରିବାକୁ ଯାଇ ନିଜ ଦେହରେ ଘୋଡାଇ ଥିବା ଚିରା କୋତରା ଲୁଗାଟାକୁ ଘୋଡେଇଦେଲା, ଶୋଇଥିବL ପୁଅ ଓ ଝିଅ ଦେହରେ। ପୁଅ ଓ ଝିଅ ଦୁହେଁ ତ ଶୋଇପଡିଲେ କିନ୍ତୁ ପାଣୁଆବୋଉର ନିଦ ହଜିଯାଇଥିଲା ଯାହା ତାର ଥରୁଥିବା ଅଙ୍ଗ ସୌଷ୍ଟବରୁ ସ୍ପଷ୍ଟ ବାରି ହୋଇପଡୁଥିଲା।


Rate this content
Log in

More oriya story from Lalita Mohan Mishra

Similar oriya story from Tragedy