Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Tragedy

2  

Lalita Mohan Mishra

Tragedy

ଶୀତୁଆ ରାତି

ଶୀତୁଆ ରାତି

1 min
478



                                

            ମାଧିଆ ଆରପାରିକୁ ଯିବା ପରଠାରୁ ପାଣୁଆବୋଉର ରହିବା ସ୍ଥାନ କହିଲେ କେବଳ ଝୁମ୍ପୁଡି ଚାଳିଆଟି ।ସାଥିରେ ଥାଆନ୍ତି ଚାରି ବର୍ଷର କୁନି ଝିଅ ଗେଲି ଓ ଦଶ ବର୍ଷର ବଡ ପୁଅ ପାଣୁଆ । ଅସହ୍ୟ ଶୀତ ଦାଉରୁ ରକ୍ଷା କରିବାକୁ ଯାଇ ନିଜ ଦେହରେ ଘୋଡାଇ ଥିବା ଚିରା କୋତରା ଲୁଗାଟାକୁ ଘୋଡେଇଦେଲା, ଶୋଇଥିବL ପୁଅ ଓ ଝିଅ ଦେହରେ। ପୁଅ ଓ ଝିଅ ଦୁହେଁ ତ ଶୋଇପଡିଲେ କିନ୍ତୁ ପାଣୁଆବୋଉର ନିଦ ହଜିଯାଇଥିଲା ଯାହା ତାର ଥରୁଥିବା ଅଙ୍ଗ ସୌଷ୍ଟବରୁ ସ୍ପଷ୍ଟ ବାରି ହୋଇପଡୁଥିଲା।


Rate this content
Log in

More oriya story from Lalita Mohan Mishra

Similar oriya story from Tragedy