ସ୍ବପ୍ନ
ସ୍ବପ୍ନ
ସେ ଦିନ ସକାଳୁ ସକାଳୁ ଆଖି ଟିକେ ଲାଗିଯାଇଛି
ମୋ ପାଖରେ ମୁଁ ତାକୁ ପାଇଛି ତା ସହିତ ଘୁରି ବୁଲୁଚି
ବନ ପର୍ବତ ପାହାଡ଼ ନଈ ରେ ଖେଳୁଛି କେବେ ପଥଧାରେ
ବସି ସେ ହସ କଥା ର ପସରା ଖୋଲିଦେଉଛି
ସମୟ ଗଡିଯାଉଛି କିନ୍ତୁ ନା ଭୋକ ନା ଶୋଷ
ନା କିଛି ସୋଚନା ଧୀରେ କରି ସେ କହିଲା ତୁ ଥା ମୁଁ
ଟିକେ ଆସୁଛି ହଠାତ କେହି କାନ ପାଖେ ଡାକିଲା
ମା ମା ଏ ମା ଆଖି ଖୋଲି ଦେଖେ ତ mu ପୁଅ