Rupa Nayak

Abstract

1  

Rupa Nayak

Abstract

ସ୍ବପ୍ନ

ସ୍ବପ୍ନ

1 min
229


ସେ ଦିନ ସକାଳୁ ସକାଳୁ ଆଖି ଟିକେ ଲାଗିଯାଇଛି

ମୋ ପାଖରେ ମୁଁ ତାକୁ ପାଇଛି ତା ସହିତ ଘୁରି ବୁଲୁଚି

ବନ ପର୍ବତ ପାହାଡ଼ ନଈ ରେ ଖେଳୁଛି କେବେ ପଥଧାରେ

ବସି ସେ ହସ କଥା ର ପସରା ଖୋଲିଦେଉଛି

ସମୟ ଗଡିଯାଉଛି କିନ୍ତୁ ନା ଭୋକ ନା ଶୋଷ

ନା କିଛି ସୋଚନା ଧୀରେ କରି ସେ କହିଲା ତୁ ଥା ମୁଁ

ଟିକେ ଆସୁଛି ହଠାତ କେହି କାନ ପାଖେ ଡାକିଲା

ମା ମା ଏ ମା ଆଖି ଖୋଲି ଦେଖେ ତ mu ପୁଅ


Rate this content
Log in

Similar oriya story from Abstract