STORYMIRROR

Rupa Nayak

Horror

2  

Rupa Nayak

Horror

ତାଳ ଗଛ

ତାଳ ଗଛ

1 min
284

ମୋ ଆଈଙ୍କ ଠାରୁ ମୁଁ ଗପଟି ଶୁଣିଥିଲି । ମୋ ବାପା ପିଲାବେଳେ ତାଳ ଖାଇବାକୁ ଭଲ ପାଆନ୍ତି । ଦିନେ ବାପା ଶୋଇଥାନ୍ତି । ପ୍ରାୟ ରାତି ୩ଟାରୁ ୪ଟା ହେବ ତାଙ୍କୁ କେହି ଯେମିତି ଡାକି କହିଲେ ଚାଲ ଯିବା । ବାପା ମଧ୍ୟ ଚାଲିଲେ । ଅନେକ ଦୂର ଗଲା ପରେ ହଠାତ ସେ ଡାକିଲେ ନନା ନନା । କିନ୍ତୁ କିଛି ଉତ୍ତର ନ ପାଇବାରୁ ବୁଲି ଦେଖିଲେ କେହିନାହାନ୍ତି ।

ଆକାଶରୁ ସିନ୍ଦୂରା ଫାଟି ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror