STORYMIRROR

Rupa Nayak

Abstract

2  

Rupa Nayak

Abstract

ଗୋଲାପ ଫୁଲ

ଗୋଲାପ ଫୁଲ

1 min
165

ମୁଁ ଦଶମ ଶ୍ରେଣୀ ପରୀକ୍ଷା ଦେଇସାରି ଥାଏ l ବାପାଙ୍କ ସହିତ ମନ୍ଦିର ଯାଇଥିଲି l ମନ୍ଦିର ପାଖରେ ପହଞ୍ଚି ଗୋଡ଼ ହାତ ଧୋଇଲୁ l ମନ୍ଦିର ଭିତରକୁ ଯିବା ବେଳକୁ ବାପାଙ୍କ ର ଜଣେ ବନ୍ଧୁ ଭେଟ ହେଲେ ବାପା କଥା ହେବାରୁ ମୁଁ ଚୁପ ଚାପ ମନ୍ଦିର ଭିତର କୁ ଗଲି ଦେଖିଲି କେହି ନାହାନ୍ତି ମୁଁ ମୋର ମୁଣ୍ଡିଆ ମାରିଲି ବେଢା ଦର୍ଶନ କଲି ପାଦୁକ ପାଇଁ ଆସି ହାତ ଟି ବଢ଼େଇଦେଇଲି ଅନ୍ୟମନସ୍କ ରେ କିନ୍ତୁ ପାଦୁକ ବଦଳରେ

ହାତ ରେ ଥିଲା ଗୋଲାପ ଫୁଲଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract