sai mahapatra

Abstract

2  

sai mahapatra

Abstract

ରାମ ଲୀଳା

ରାମ ଲୀଳା

1 min
462


ଏକ ସହର ରେ ଏକ ଛୋଟ ପିଲା କୁ ପ୍ରତିଦିନ ତାର ମା ରାମାୟଣ ଓ ମହାଭାରତର କାହାଣୀ କହୁଥାଏ ଓ ସେହି ପିଲା ଟି ସେହି ସବୁ ପୂରଣ କଥା ଶୁଣୁ ଥାଏ ଓ ଶୁଣି ଶୁଣି ଶୋଇ ପଡୁଥାଏ। ଧୀରେ ଧୀରେ ସେହି ପିଲା ଟି ବଡ଼ ହେବାକୁ ଲାଗିଲା ଓ ସେ ବିଦ୍ୟାଳୟ କୁ ଯିବାକୁ ଲାଗିଲା ।

ତାର ମା ସବୁବେଳେ ତାର ଛୁଆ କୁ ଖାଇବାକୁ ଖୁଆଇଲା ବେଳେ ରାମାୟଣ ଓ ମହାଭାରତ ଶୁଣା ଉ ଥାନ୍ତି । ଏମିତି ବର୍ଷ ପରେ ବର୍ଷ ବିତୁଥାଏ ଆଉ ଆଗାମୀ ଆସୁଥିବା ବର୍ଷ ରେ ସେ ଛୁଆ ଟି ପ୍ରଥମ ଶ୍ରେଣୀ ରେ ପଢୁଥାଏ । ସେ ଯେଉଁ ବିଦ୍ୟାଳୟ ରେ ପଢୁଥାଏ ସେ ବିଦ୍ୟାଲୟ ତାର ବାର୍ଷିକ ଉତ୍ସବରେ ଏକ ସାଧାରଣ ଜ୍ଞାନ ପ୍ରତିଯଗିତାର ଆୟୋଜନ କଲେ ଓ ସେହି ପିଲା କୁ ଲକ୍ଷ୍ୟ କରି ପଚାରିଲେ ଆଚ୍ଛା କହିଲୁ ତୁ ତୋ ସବୁବେଳେ ତୋର ମା ଙ୍କ ଠାରୁ ରାମାୟଣ ଓ ଶ୍ରୀ ରାମଚନ୍ଦ୍ର ଙ୍କ ଲୀଳା ସମ୍ପର୍କ ରେ ସବୁବେଳେ ସୁଣୁଛୁ ତାହେଲେ କହିଲୁ ରାମାୟଣ ବା ରାମଲୀଳା ରେ ଶ୍ରୀ ରାମଚନ୍ଦ୍ର ଙ୍କ ଭୂମିକା ଭଲ ଲାଗିଲା ନା ହନୁମାଙ୍କର ନା ରାବଣ ର ।

ସେ ଛୁଆ ଟି ଉତ୍ତର ଦେଲା_ ଦୀପିକା ର ଏବେ ସେହି ଶିକ୍ଷକ ଜଣଙ୍କ ରାମାୟଣ ରେ ଖୋଜୁଛନ୍ତି ଦୀପିକା ଙ୍କୁ

ଏଥିରେ ନା ସେ ଛୁଆ ର ମା ର ଭୂଲ୍ ନା ସେ ଛୁଆ କୁ ରାମାୟଣ କହିବା ମଧ୍ୟ ଭୁଲ୍ ନାହିଁ କିନ୍ତୁ ଭୁଲ୍ କେବଳ ଏକ ଛୁଆ କୁ କାର୍ଟୁନ୍ ଦେଖିବାକୁ ଦେବା କଥା ଓ ଛୁଆ କଣ ଦେଖୁଛି ତାହା ଧ୍ୟାନ ଦେବା କଥା


Rate this content
Log in

Similar oriya story from Abstract