STORYMIRROR

ଫକୀର ପରିଡ଼ା

Action Fantasy Others

3  

ଫକୀର ପରିଡ଼ା

Action Fantasy Others

ନାଥୁରାମ ଗୋଡ଼ସେ

ନାଥୁରାମ ଗୋଡ଼ସେ

11 mins
172

            ପ୍ରକୃତ ହିରୋ 

କଣ ଗୋଡ଼ସେ ଜାଣି ନଥିଲେ କି ଜଣେ ସାଧାରଣ ଜନତା କୁ ମାରିବା ଆଉ ଜଣେ ତଥାକଥିତ ରାଷ୍ଟ୍ରପିତା କୁ ମାରିବା ଭିତରେ ବହୁତ ତଫାତ୍ ଥାଏ ବୋଲି... ଏହା ଯୋଗୁଁ କେତେ କଷ୍ଟ ସହିବାକୁ ପଡିବ ପରିବାର,ବନ୍ଧୁ ବାନ୍ଧବ ଓ ନିଜର ଆତ୍ମୀୟ ମାନଙ୍କୁ

      ରାଷ୍ଟ୍ରଭକ୍ତ ଗୋଡ଼ସେ ଙ୍କ ବିଷୟରେ ତ ସମସ୍ତେ କିଛି ନା କିଛି ଜାଣିଥିବେ ବୋଲି ଆଶା କରୁଛି । ତଥାପି ଆସନ୍ତୁ ଜାଣିବା କିଏ କଲା ଦେଶ ବିଭାଜନ,କେମିତି ହେଇଥିଲା ଏ ଘଟଣା,ଗୋଡ଼ସେ ଙ୍କ ନଜର ରେ...

     ପାକିସ୍ତାନ ରୁ ଦିଲ୍ଲୀ ଅଭିମୁଖେ ଯେଉଁ ରେଳ ଗାଡି ସବୁ ଆସୁଥିଲା ସେଥିରେ ହିନ୍ଦୁ ମାନେ ଏମିତି ବସିଥିଲେ ଯେମିତି ଜିନିଷପତ୍ର ର ବସ୍ତା ଉପରକୁ ଉପର ଗଦା ହେଇ ରହିଥାଏ । ଭିତରେ ପ୍ରାୟ ସମସ୍ତେ ମୃତ ବା ଗଳା କଟା ହେଇଥିବା ହିନ୍ଦୁ ଥିଲେ,ଆଉ ରେଳ ଡବା ର ଛାତ ରେ ବି ହିନ୍ଦୁ ମାନଙ୍କର ଗଳା କଟା ହେଇଥିବା ଶବମାନ ପଡି ରହିଥିଲା । ରେଳ ଡବା ଭିତରେ ନିଶ୍ୱାସ ନେବା ପାଇଁ ବୋଧେ ବାଟ ନଥିଲା ସବୁ ଗଳା କଟା ହେଇଥିବା ହିନ୍ଦୁ ମାନଙ୍କ ଶବ ରହିଥିଲା । 

     ରେଳଗାଡି ରେ ଲେଖା ଥିଲା..."ଆଜାଦୀ କା ତୋହଫା" । ଗାଡି ରେ ଯେଉଁ ଶବ ଗୁଡିକ ଥିଲା ସେମାନଙ୍କ ଅବସ୍ଥା କିଛି ଏହିପରି ଥିଲା,ସେମାନଙ୍କୁ ଉଠେଇ ବାହାରକୁ ଆଣିବା ଅସମ୍ଭବ ଥିଲା । ଦିଲ୍ଲୀ ପୁଲିସକୁ ସେ ଶବ ଗୁଡିକୁ କୋଦାଳ/ଫାଉଡା ରେ ଭରି ବାହାରକୁ ଆଣିବାକୁ ପଡିଥିଲା,ତା ପରେ ସେ ମାଂସ ଖଣ୍ଡ ମାନଙ୍କୁ ଟ୍ରକ ରେ ଭରି କୌଣସି ନିର୍ଜନ ସ୍ଥାନ କୁ ନେଇ ପେଟ୍ରୋଲ ଢାଳି ଜଳାଇବାକୁ ପଡିଥିଲା... ଏମିତି ଭୟାନକ ଅବସ୍ଥା ଥିଲା ଶବ ଗୁଡିକର... ଭୟାନକ ଗନ୍ଧ ବି ହେଉଥିଲା ସେଥିରୁ...।।

     ସିୟାଲକୋଟ ରୁ ଖବର ଆସୁଥିଲା କି ସେଠାରୁ ହିନ୍ଦୁ ମାନଙ୍କୁ ନିଜ ଘରୁ ବାହାର କରାଯାଉଥିଲା,ସେମାନଙ୍କ ଟଙ୍କା-ସୁନା-ରୁପା-ବାସନ-ଖାଦ୍ୟ ସବୁକିଛି ମୁସଲମାନ ମାନେ ନିଜ ହାତକୁ ନେଇ ଯାଇଥିଲେ..। ମୁସଲିମ ମାନେ କେବଳ ପିନ୍ଧିଥିବା କପଡା ଛଡା ଅନ୍ୟ କିଛି ଜିନିଷ ନେବା ଉପରେ ରୋକ ଲଗାଇଦେଇଥିଲେ । କୌଣସି ବି ଗାଡି ଓ ଘର ଉପରେ ହମଲା କରି ଯେଉଁ ମହିଳା ବା ଝିଅ ଙ୍କୁ ପାଉଥିଲେ ନେଇ ବଳାତ୍କାର କରୁଥିଲେ... ବିନା ବଳାତ୍କାର ରେ କୌଣସି ବି ହିନ୍ଦୁ ମହିଳା ଓ ଝିଅ ସେଠାରୁ ଆସି ପାରି ନଥିଲେ...। 

      ସେଠାରୁ ବଞ୍ଚି କି ଆସିବା ପରେ ହିନ୍ଦୁ ମହିଳା ଓ ଝିଅମାନେ ନିଜର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରେଇବାକୁ ଭୟ କରୁଥିଲେ । ଯେତେବେଳେ ଡାକ୍ତର ଏହାର କାରଣ ପଚାରିଲେ ସେତେବେଳେ ସେ ମହିଳା ମାନେ ଉତ୍ତର ଦେଲେ... "ଆମେ ଆପଣଙ୍କୁ କେମିତି କହିବୁ କି ଆମର କଣ ହେଇଛି ବୋଲି.?? ଆମକୁ କେତେ ଜଣ ଲୋକ ବଳାତ୍କାର କରିଛନ୍ତି ସେ ବି ଆମକୁ ଜଣା ନାହିଁ...।" ସେମାନଙ୍କ ସାରା ଶରୀର ରେ ଅଗଣିତ ଛୁରୀ ର କଟା ଦାଗ ଥିଲା । ଏମିତି ସବୁ ଥିଲା ପାକିସ୍ତାନ ର ହିନ୍ଦୁସ୍ତାନ କୁ "ଆଜାଦୀ କା ତୋହଫା"..। 

     ଯେଉଁ ସ୍ଥାନରୁ ହିନ୍ଦୁ ମାନେ ଯିବାକୁ ମନା କରିଦେଲେ ସେ ସବୁ ସ୍ଥାନରେ ହିନ୍ଦୁ ମହିଳା ଓ ଝିଅ ମାନଙ୍କୁ ଲଙ୍ଗଳା କରି ଧାଡି ରେ ଚାଲିବାକୁ ବାଧ୍ୟ କରାଗଲା,ସେମାନଙ୍କୁ ନେଇ ବଜାର ବନା ଗଲା ଆଉ ନିଲାମ ଡକାଗଲା,ଆଉ ସେମାନଙ୍କୁ ଦାସୀ ପରି କିଣା ବିକା କରାଗଲା ମଧ୍ୟ...।

     1947 ପରେ ଦିଲ୍ଲୀକୁ 4000000 ନିର୍ବାସିତ ହିନ୍ଦୁ ଆସିଲେ,ଆଉ ସେ ହିନ୍ଦୁ ମାନଙ୍କୁ ଯେଉଁ ଅବସ୍ଥାରେ ଆସିବାକୁ ପଡିଲା.. ଏସବୁ ପରେ ବି ପାକିସ୍ତାନ କୁ 55 କୋଟି ଦିଆଯିବା ଉଚିତ ବୋଲି ତଥାକଥିତ ମହାତ୍ମା ଗାନ୍ଧୀ ଙ୍କର ଆଗ୍ରହ ଥିଲା,କାରଣ ଅଖଣ୍ଡ ଭାରତକୁ ବଣ୍ଟା ଯାଇଛି ମାନେ ଭାରତ ର ଖଣି ଖଜାନାରେ ବି ପାକିସ୍ତାନ ର ଭାଗ ରହିଛି ଆଉ ସେଇଟା ତାକୁ ଦିଆଯିବା ଉଚିତ । ଯେତେବେଳେ ତତ୍କାଳ ଦେଶ ର ମୁଖ୍ୟ ବିରୋଧ କଲେ କି ଆମେ ଟଙ୍କା ଦେବୁ ନାହିଁ ଆମ ପାଖରେ ଟଙ୍କା ନାହିଁ ସେତେବେଳେ ଏଇ ମହାତ୍ମା ଗାନ୍ଧୀ ବିର୍ଲା ଭବନ ଆଗରେ ଅନଶନ ରେ ବସି ପଡିଲେ... ଟଙ୍କା ଦିଅ ନ ହେଲେ ମୁଁ ମରିଯିବି..।

     ଗୋଟେ ପଟ ରେ ନିଜ ମୁହଁରେ ଏମିତି କହୁଥିବା ମହାତ୍ମା,କି ହିଂସା ମୋର ପସନ୍ଦ ନୁହେଁ,ଆର ପଟେ ଯେଉଁମାନେ ହିଂସା କରୁଛନ୍ତି ସେମାନଙ୍କ ପକ୍ଷ ନେଇ ଅନଶନ ରେ ବସିଗଲେ.. ଏଇଟା କଣ ହିଂସା ନଥିଲା.?

     ଅହିଂସକ ଆତଙ୍କ ର ଭୟରେ,ଦିଲ୍ଲୀ ରେ ନିର୍ବାସିତ ହିନ୍ଦୁ ମାନଙ୍କ ରହିବା ପାଇଁ କିଛି ବି ବ୍ୟବସ୍ଥା ନଥିଲା ୟା ଠାରୁ ଖରାପ କଥା ଏହା ଥିଲା କି, ଯେତେବେଳେ ଦିଲ୍ଲୀ ରେ ଖାଲି ପଡିଥିବା ମସଜିଦ ମାନଙ୍କରେ ହିନ୍ଦୁ ମାନେ ଶରଣ ନେଇଥିଲେ ସେତେବେଳେ ଗାନ୍ଧିଜୀ ବିର୍ଲା ଭବନ ରୁ ଭାଷଣ ରେ କହିଲେ କି "ଦିଲ୍ଲୀ ପୁଲିସ କୁ ମୋର ଆଦେଶ କି ମସଜିଦ ପରି ପଵିତ୍ର ସ୍ଥାନ ରେ ହିନ୍ଦୁ ମାନଙ୍କର କିଛି ଚିନ୍ହ ନ ରହିବା ଦରକାର..।"

    ନିର୍ବାସିତ ହିନ୍ଦୁ ମାନଙ୍କୁ ମସଜିଦ ରୁ ବାହାର କରାଗଲା..କାରଣ ଗାନ୍ଧିଜୀ ଙ୍କ ଦୃଷ୍ଟି ରେ ଜୀବନ କେବଳ ମୁସଲିମ ମାନଙ୍କର ଥିଲା ହିନ୍ଦୁ ମାନଙ୍କର ନୁହେଁ...। ଜାନୁୟାରୀ ର ହାଡ଼ଭଙ୍ଗା ଶୀତ ରେ ହିନ୍ଦୁ ମହିଳା ଓ ଛୋଟ ଛୋଟ ଛୁଆଙ୍କ ହାତକୁ ଧରି ଦିଲ୍ଲୀ ପୁଲିସ ମସଜିଦ ବାହାରକୁ ବାହାର କରିଦେଲା.. ନାଳ କଡେ ରୁହ ହେଲେ ଛାତ ତଳେ ରହି ପାରିବନି କାରଣ ତୁମେ ହିନ୍ଦୁ...। 

     ଚାଳିଶ ଲକ୍ଷ ହିନ୍ଦୁ ଭାରତ କୁ ଆସିଥିଲେ ଏହା ଭାବି କି ଏ ଭାରତ ଆମର... ହେଲେ ଅବଶୋଷ ରହିଗଲା । ସବୁ ନିର୍ବାସିତ ହିନ୍ଦୁ ଗାନ୍ଧିଜୀ ଙ୍କୁ ଭେଟିବା ପାଇଁ ବିର୍ଲା ଭବନ ଯାଉଥିଲେ ତ ଗାନ୍ଧିଜୀ ମାଇକ ରେ କହିଲେ, କାଇଁ ଆସିଛ ଏଠିକୁ.?? ପୁଣି ସେଠିକୁ ଫେରିଯାଅ ଯେଉଁଠୁ ଆସିଛ...। ୟା ପରେ ବି ଗାନ୍ଧିଜୀ କେଉଁ ଆଶା ରେ ପାକିସ୍ତାନ କୁ 55 କୋଟି ଟଙ୍କା ଦେବାକୁ ବାହାରିଥିଲେ..?????

     କେମିତି ହେଇଥିବ ସେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ଗାନ୍ଧାସୁର...କେତେ ମହାନ...ଯିଏ କି ବିନା ଖଡ୍ଗ ରେ 35 ଲକ୍ଷ ହିନ୍ଦୁଙ୍କର ନରସଂହାର କରିଥିଲା । 2 କୋଟି ରୁ ଅଧିକ ହିନ୍ଦୁଙ୍କର ଧର୍ମାନ୍ତରୀକରଣ କରାଗଲା ଆଉ ତା ପରେ ଏ ସଂଖ୍ୟା 10 କୋଟି କୁ ବି ଛୁଇଁଗଲା....20 ଲକ୍ଷ ରୁ ଅଧିକ ହିନ୍ଦୁ ନାରୀଙ୍କୁ ଜୋର ଜବରଦସ୍ତ ମୁସଲିମ ବନେଇ ଘରେ ରଖାଗଲା... ବହୁତ ପ୍ରକାର ଶାରୀରିକ ଓ ମାନସିକ ଯନ୍ତ୍ରଣା ପରେ,ଏମିତି ବହୁତ ପ୍ରଶ୍ନ,ବାସ୍ତବିକତା ମାନ ଏବଂ ସତ୍ୟ ତଥା ତଥ୍ୟ ସବୁ ରହିଛି ଯାହା କି 1947 ସମସାମୟିକ ଲୋକମାନେ ନିଜର ଆଗାମୀ ପିଢ଼ି କୁ ଲୁଚାଇଛନ୍ତି । 

    ହିନ୍ଦୁ ମାନେ କୁହନ୍ତି କି ଯାହା ହେଇଯାଇଛି ସେସବୁ କୁ ଭୁଲିଯାଅ ।ନୂଆ କାଲି ର ଆରମ୍ଭ କର,ହେଲେ ଇସଲାମ ପାଇଁ ତ କୌଣସି କାଲି ନାହିଁ....କୌଣସି ଆଜି ନାହିଁ...ସେମାନଙ୍କର ତ ଦାର-ଉଲ-ହର୍ଵ କୁ ଦାର-ଉଲ-ଇସଲାମ ରେ ବଦଳାଇବା ର ଲକ୍ଷ ରହିଛି କ୍ଷଣ ପ୍ରତିକ୍ଷଣ...

     ତୁମେ ବହୁତ ଦେଶ ଦେଖିଥିବ ଯେଉଁ ଦେଶରୁ ନୂଆ ଦେଶ ର ଉତ୍ପତ୍ତି ହୋଇଛି,ହେଲେ ଯେତେବେଳେ ଭାରତ ର ବିଭାଜନ ହେଲା ସେତେବେଳେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ବନେଇବା ପଛରେ କଣ କାରଣ ଥିଲା.. କାହିଁକି ଗୋଟେ ପାକିସ୍ତାନ ତିଆରି କରା ନଗଲା...ପଶ୍ଚିମ ରେ ବନେଇ ଥାନ୍ତେ ନ ହେଲେ ପୂର୍ବ ରେ...

     କିନ୍ତୁ ଏମିତି ହେଲା ନାହିଁ... ଏଠାରେ ଉଲ୍ଲେଖନୀୟ କି ମୋହନଦାସ କରମ(କୋଢୀ)ଚାନ୍ଦ ତ କହିଥିଲେ କି ସମ୍ପୂର୍ଣ୍ଣ ପଞ୍ଜାବ ପାକିସ୍ତାନ ରେ ଯିବା ଉଚିତ । ବହୁତ କମ୍ ଲୋକଙ୍କୁ ଏହା ଜଣା ଥିବ କି,1947 ମସିହା ସମୟରେ ପଞ୍ଜାବ ର ସୀମା ଦିଲ୍ଲୀ ର ନଜଫଗଡ଼ ଯାଏ ଥିଲା...ମାନେ ପାକିସ୍ତାନ ର ସୀମା ଦିଲ୍ଲୀ ପାଖରୁ ହେବା ନିଶ୍ଚିତ ଥିଲା, ମୋହନଦାସ କରମ(କୋଢୀ)ଚାନ୍ଦ ଅନୁସାରେ...। 

     ନଭେମ୍ବର 1968 ରେ ପଞ୍ଜାବ ରୁ ଦୁଇ ନୂଆ ରାଜ୍ୟ ର ଉତ୍ପତ୍ତି ହେଲା,ହିମାଚଳ ପ୍ରଦେଶ ଓ ହରିୟାଣା।  

     ପାକିସ୍ତାନ ପରି ମୁସଲିମ ରାଷ୍ଟ୍ର ପାଇବା ପରେ ମଧ୍ୟ ଜିନ୍ନା ଏବଂ ମୁସଲିମ ଲିଗ ଶାନ୍ତିରେ ବସି ନଥିଲେ । ସେମାନେ ପୁଣି ଦାବି କରିଥିଲେ,କି ଆମକୁ ପଶ୍ଚିମ ପାକିସ୍ତାନ ରୁ ପୂର୍ବ ପାକିସ୍ତାନ କୁ ଯିବାକୁ ବହୁତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି...।  


  1.ଜଳପଥ ରେ ଗଲେ ବହୁତ ବାଟ ଅତିକ୍ରମ କରିବାକୁ ପଡୁଥିଲା କାରଣ ଶ୍ରୀଲଙ୍କା ପଟେ ବୁଲିକି ଯିବାକୁ ପଡୁଥିଲା । 

  2.ଉଡାଯାହାଜ ରେ ଯାତ୍ରା କରିବା ଏବେ ପାକିସ୍ତାନ ର ମୁସଲମାନ ଙ୍କ କ୍ଷମତା ର ବାହାରେ ଥିଲା। ତେଣୁ ସେମାନଙ୍କ ର କିଛି ଦାବି ରହିଲା...


     ଆମକୁ ଭାରତ ର ମଝିଆ ମଝି ଗୋଟେ କରିଡର ବନେଇକି ଦିଆଯାଉ ଯାହା ଲାହୋର ରୁ ଢାକା ପର୍ଯ୍ୟନ୍ତ ଯାଉଥିବ । 

     NH-1 ଯାହା କି ଦିଲ୍ଲୀ ପାଖରେ ଯାଉଛି ତା'ର ଚଉଡା ଅତି କମ୍ ରେ 10 ମାଇଲ ର ହେବା ଦରକାର । (10 miles=16 KM)

     ଯେଉଁ କରିଡର ତିଆରି ହେବ ସେଥିରେ କେବଳ ମୁସଲିମ ମାନେ ହିଁ ରହିବେ । 


     30 ଜାନୁୟାରୀ ରେ ଯଦି ଗାନ୍ଧୀ (ଗନ୍ଧାସୁର) ବଧ ନ ହେଇଥାନ୍ତା,ତେବେ ତତ୍କାଳ ପରିସ୍ଥିତି ରେ ଯଦି ଗାନ୍ଧୀ 3 ଫେବୃଆରୀ ରେ ପାକିସ୍ତାନ ପହଁଚି ଯାଇଥାନ୍ତା ତେବେ ସେମାନଙ୍କ ଦାବି ମଧ୍ୟ ପୂରଣ କରିଦେଇଥାନ୍ତା,ଆଉ ଆଜି ଭାରତ ବି ଏକ ସମ୍ପୂର୍ଣ୍ଣ ଇସ୍ଲାମିକ ଦେଶ ହେଇଥାନ୍ତା । 

      ତତ୍କାଳୀନ ପରିସ୍ଥିତି ଗୁଡ଼ିକ ଅନୁସାରେ ତ ଗନ୍ଧାସୁର କାହାର ବି କଥା ଶୁଣିବା କି ବୁଝିବା ସ୍ଥିତି ରେ ନଥିଲା,ଏବଂ ସମୟ ବି ନଥିଲା । ତେଣୁ ହୁତାତ୍ମା ପଣ୍ଡିତ ନାଥୁରାମ ଗୋଡ଼ସେ ଙ୍କୁ ଗାନ୍ଧୀ ବଧ ପରି ଆତ୍ୟଧିକ ସାହସୀ ଓ ବିରତ୍ୱପୂର୍ଣ ପଦକ୍ଷେପ ନେବାକୁ ପଡିଲା । 

 ହୁତାତ୍ମା ର ଅର୍ଥ ହେଉଛି ଯେଉଁ ଆତ୍ମା ନିଜ ପ୍ରାଣର ଆହୁତି ଦେଇଥିବ,ଯାହାକୁ ବୀରଗତି ପ୍ରାପ୍ତ ହେବା ମଧ୍ୟ କୁହାଯାଏ । 

     ଏଠାରେ ଚର୍ଚ୍ଚା ର ବିଷୟ ହେବା ଦରକାର କି ହୁତାତ୍ମା ନାଥୁରାମ ଗୋଡ଼ସେ କଣ ଥରେ ବି ହେଲେ ଭାବି ନଥିବେ କି ସେ କଣ କରିବାକୁ ଯାଉଛନ୍ତି,କାହା ପାଇଁ ଏସବୁ କରିବାକୁ ଯାଉଛନ୍ତି,ତାଙ୍କର ଏ ବିରତ୍ୱ ପଦକ୍ଷେପ ରେ ତାଙ୍କ ପରିବାର, ବନ୍ଧୁ ବାନ୍ଧବ ଓ ତାଙ୍କ ସହ ଯୋଡି ହୋଇଥିବା ସଂଗଠନ ମାନଙ୍କ ଉପରେ କଣ ପ୍ରଭାବ ପଡିବ...??

     ପଣ୍ଡିତ ଗୋଡ଼ସେ ଙ୍କ ପରିବାର ର ଯାହା ହେଲା ତ ହେଲା...ହେଲେ ଜାଣ କେତେ ଜଘନ୍ୟ ପ୍ରକାରର ପ୍ରତାଡନା ର ଶିକାର ହେଲେ ସେମାନେ । 

     କିନ୍ତୁ,ଅହିଂସା ର ପାଠ ପଢ଼ାଉଥିବା ମୋହନଦାସ କରମ(କୋଢୀ)ଚାନ୍ଦ ଙ୍କର କିଛି ଅହିଂସକ ଆତଙ୍କବାଦୀ ମାନେ 30 ଜାନୁଆରୀ 1948 ର ରାତିରେ ପୁଣେ ରେ 6000 ବ୍ରାହ୍ମଣ ଙ୍କୁ ବାଛି ବାଛି ଘରୁ ବାହାର କରି ଜୀବନ୍ତ ଜଳାଇ ଦିଆଗଲା ଏବଂ 10,000 ରୁ ଅଧିକ ଘର ଓ ଦୋକାନ ଜଳାଇ ଦିଆଗଲା । 

     ଜଷ୍ଟିସ ଖୋସଲା ଯିଏ କି ଗାନ୍ଧୀ ବଧ ସମ୍ପର୍କରେ ଶୁଣାଣି କରୁଥିଲେ...35 ଟା ତାରିଖ ଦିଆ ଯାଇଥିଲା ଶୁଣାଣି ପାଇଁ । 

     ଅଦାଲତ ନିରୀକ୍ଷଣ କରାଇଲା ଓ ପାଇଲା କି ହୁତାତ୍ମା ପଣ୍ଡିତ ନାଥୁରାମ ଙ୍କ ମାନସିକ ଅବସ୍ଥା ଚିକିତ୍ସା କରୁଥିବା ଡାକ୍ତର ମାନେ କହିଲେ କି ନାଥୁରାମ ଙ୍କ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଠିକ ଅଛି । ପଣ୍ଡିତ ନାଥୁରାମ ନିଜର ଦୋଷ ସ୍ୱୀକାର କଲେ ପ୍ରଥମ ଶୁଣାଣି ରେ ଏବଂ ବାକି 34 ଟା ଶୁଣାଣି ରେ ଚୁପ ରହିଥିଲେ, ସବା ଶେଷ ଶୁଣାଣି ରେ ପଣ୍ଡିତ ନାଥୁରାମ କିଛି ଶବ୍ଦ କହିଥିଲେ...

     ଗାନ୍ଧୀ ବଧ ସମୟ ରେ ନ୍ୟାୟମୂର୍ତୀ ଖୋସଲା ଙ୍କୁ ପଣ୍ଡିତ ନାଥୁରାମ ଅନୁମତି ମାଗିଥିଲେ ନିଜର ବକ୍ତବ୍ୟ ନିଜେ ପଢି ଶୁଣାଇବାକୁ, ଆଉ ତାଙ୍କୁ ଅନୁମତି ମଧ୍ୟ ମିଳିଥିଲା,ନାଥୁରାମ ଙ୍କ ନ୍ୟାୟାଳୟ ର ଏ ବକ୍ତବ୍ୟ କୁ ଭାରତ ସରକାର ଓ କିଛି ଦୋଗଲା ମାନଙ୍କ ଦ୍ୱାରା ପ୍ରତିବନ୍ଧିତ କରିଦିଆ ଯାଇଥିଲା।  

     ଏହି ପ୍ରତିବନ୍ଧକ ର ବିରୋଧରେ ନାଥୁରାମ ଗୋଡ଼ସେ ଙ୍କ ଭାଈ ତଥା ଗାନ୍ଧୀ ବଧ ର ସହ ଅଭିଯୁକ୍ତ ଗୋପାଳ ଗୋଡ଼ସେ ବହୁତ ବର୍ଷ ଯାଏ ବୈଧାନିକ ଲଢେଇ ଲଢ଼ିଥିଲେ ଆଉ ଫଳ ସ୍ୱରୂପ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରତିବନ୍ଧକ କୁ ହଟାଇ ଦେଇଥିଲେ ଓ ପଣ୍ଡିତ ନାଥୁରାମ ଙ୍କର ବକ୍ତବ୍ୟ କୁ ପ୍ରକାଶିତ କରିବାର ଅନୁମତି ମଧ୍ୟ ଦେଇଥିଲେ ।

     ନ୍ୟାୟାଳୟ ରେ ପଣ୍ଡିତ ଗୋଡ଼ସେ ବହୁତ କିଛି କାରଣ ଦର୍ଶାଇଥିଲେ ଯାହା ଦ୍ୱାରା ଗାନ୍ଧୀ ବଧ ଜରୁରୀ ଥିଲା । ଯଦି ଗାନ୍ଧୀ ବଧ ନ ହେଇଥାନ୍ତା ତେବେ ଆଜି ଆମେ ମଧ୍ୟ କାଶ୍ମୀର ପଣ୍ଡିତ ମାନଙ୍କ ପରି ଟେଣ୍ଟ ରେ ରହିଥାନ୍ତେ...। 

  1.ଅମୃତସର ର ଜାଲିଆନାୱାଲାବାଗ ଗୁଳି କାଣ୍ଡ(1919) ରେ ସମସ୍ତ ଦେଶବାସୀ ଆକ୍ରୋସ ରେ ଥିଲେ ଏବଂ ଚାହୁଁଥିଲେ କି ଏହି ନରସଂହାର ର ମୁଖ୍ୟ ଖଳନାୟକ ଜେନେରାଲ ଡାୟାର ନାଁ ରେ ଅଭିଯୋଗ କରିବେ ଏବଂ ମକଦ୍ଦମା ଚଲେଇବା ପାଇଁ,ହେଲେ ଗାନ୍ଧୀ ଦେଶବାସୀଙ୍କର ଏ ଆଗ୍ରହ କୁ ସମର୍ଥନ ଦେବାକୁ ମନା କରିଦେଲା । 

  2.ସହିଦ ଭଗତ ସିଂ ଓ ତାଙ୍କ ସାଥି ମାନଙ୍କ ମୃତ୍ୟୁଦଣ୍ଡ ର ନିର୍ଣ୍ଣୟ ରେ ଦେଶ ବାସୀ କ୍ଷୁବ୍ଧ ଥିଲେ,ଆଉ ସେମାନେ ଗାନ୍ଧୀ ଙ୍କୁ ଚାହୁଁଥିଲେ କି ସେ ଏହି ମାମଲା ରେ ହସ୍ତକ୍ଷେପ କରନ୍ତୁ ଆଉ ଏପରି ଦେଶଭକ୍ତ ମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତୁ । କିନ୍ତୁ ଗାନ୍ଧୀ,ଭଗତ ସିଂହ ଙ୍କ ହିଂସା କୁ ଅନୁଚିତ ଦର୍ଶାଇ ଦେଶ ବାସୀଙ୍କର ଏ ଦାବି କୁ ଅସ୍ବୀକାର କରିଦେଲେ । 

  3. 6 ମଇ 1946 ରେ ସମାଜବାଦୀ କାର୍ଯ୍ୟକର୍ତା ମାନଙ୍କୁ ଗାନ୍ଧୀ ନିଜେ ସମ୍ବୋଧନ କରି ମୁସଲିମ ଲିଗ ର ହିଂସା ରେ ନିଜର ବଳିଦାନ ଦେବାକୁ ପ୍ରେରିତ କରିଥିଲେ । 

  4.ଜିନ୍ନା ଓ ଅନ୍ୟ ରାଷ୍ଟ୍ରବାଦୀ ମୁସଲିମ ନେତା ମାନଙ୍କ ବିରୋଧ କୁ ଅଣଦେଖା କରି ଗାନ୍ଧୀ, 1921 ରେ ଖିଲାଫତ ଆନ୍ଦୋଳନ କୁ ସମର୍ଥନ ଦେବାକୁ ଘୋଷଣା କଲେ । ଏହା ପରେ ବି କେରଳ ର ମୋପଲା ରେ ମୁସଲମାନ ଙ୍କ ଦ୍ଵାରା ସେଠାକାର ହିନ୍ଦୁମାନଙ୍କୁ ହଣା କଟା କରାଗଲା,ଯେଉଁଥିରେ ପ୍ରାୟ 1500 ହିନ୍ଦୁ ମୃତ୍ୟୁ ବରଣ କଲେ ଓ 2000 ରୁ ଅଧିକ ହିନ୍ଦୁଙ୍କୁ ମୁସଲମାନ ବନେଇ ଦିଆଗଲା । ଗାନ୍ଧୀ ଏ ହିଂସା କୁ ବିରୋଧ କରିନଥିଲେ,ବରଂ ଆଲ୍ଲା ଙ୍କ ସାହସୀ ପୁଅ ମାନଙ୍କର ସାହସିକତା ରୂପେ ବର୍ଣ୍ଣନା କଲେ । 

   5.1926 ରେ ଆର୍ଯ୍ୟ ସମାଜ ଦ୍ୱାରା ଚଳା ଯାଉଥିବା ଶୁଦ୍ଧି ଆନ୍ଦୋଳନ ରେ ଲାଗିଥିବା ସ୍ୱାମୀ ଶ୍ରଦ୍ଧାନନ୍ଦ ଙ୍କ ହତ୍ୟା ଅବ୍ଦୁଲ ରସିଦ ନାମକ ଜଣେ ମୁସଲିମ ଯୁବକ କରିଥିଲା । ଏହାର ପ୍ରତିକ୍ରିୟା ସ୍ୱରୂପ ଗାନ୍ଧୀ,ଅବ୍ଦୁଲ କୁ ନିଜର ଭାଈ କହି ତା'ର ଏ କାମ କୁ ଉଚିତ ବୋଲି କହିଥିଲେ ଏବଂ ଶୁଦ୍ଧି ଆନ୍ଦୋଳନ କୁ ବିରୋଧ କରିଥିଲେ,ରାଷ୍ଟ୍ର ବିରୋଧୀ ତଥା ହିନ୍ଦୁ-ମୁସଲିମ ଏକତା ପାଇଁ ଅହିତକାରୀ ବୋଲି ଘୋଷଣା କରିଥିଲେ । 

  6.ଗାନ୍ଧୀ ବହୁତ ଥର ଛତ୍ରପତି ଶିବାଜୀ,ମହାରାଣା ପ୍ରତାପ ଓ ଗୁରୁ ଗୋବିନ୍ଦ ସିଂହ ଙ୍କୁ ପଥ ଭ୍ରଷ୍ଟ ଦେଶଭକ୍ତ ବୋଲି କହିଥିଲେ । 

  7.ଗାନ୍ଧୀ ଯେଉଁଠି ଗୋଟେ ପଟେ କାଶ୍ମୀର ର ହିନ୍ଦୁ ରାଜା ହରି ସିଂ କୁ କାଶ୍ମୀର ଏକ ମୁସଲିମ ବହୁଳ ରାଜ୍ୟ ହେଇ ଥିବାରୁ ଶାସନ ଛାଡି କାଶୀ ଯାଇ ପ୍ରାୟଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ଅନ୍ୟ ପଟେ ହିନ୍ଦୁ ବହୁଳ ହାଇଦ୍ରାବାଦ ର ନିଜାମଙ୍କ ଶାସନ କୁ ସମର୍ଥନ ଦେଇଥିଲେ ।

  8.ଏହି ଗାନ୍ଧୀ ହିଁ ଥିଲେ ଯିଏ କି ମହମ୍ମଦ ଅଲ୍ଲୀ ଜିନ୍ନା କୁ "କାୟଦେ ଆଜମ" ର ଉପାଧି ଦେଇଥିଲେ । 

  9.କଂଗ୍ରେସ ର ଧ୍ୱଜ ନିର୍ଦ୍ଧାରଣ ପାଇଁ ତିଆରି କରାଯାଇଥିବା ସମିତି(1931) ଯେତେବେଳେ ସର୍ବସମ୍ମତି କ୍ରମେ ଅରଟ ଅଙ୍କିତ ଭଗବା ଧ୍ୱଜ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ଏହି ଗାନ୍ଧୀ ଙ୍କ ଜିଦ ପାଇଁ ହିଁ ସେ ଧ୍ୱଜା କୁ ତ୍ରିରଙ୍ଗା କରା ଯାଇଥିଲା । 

  10.କଂଗ୍ରେସ ର ତ୍ରିପୁରା ଅଧିବେଶନ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବହୁ ମତ ପାଇ କଂଗ୍ରେସ ର ଅଧ୍ୟକ୍ଷ ହେଇଥିଲେ କିନ୍ତୁ ଗାନ୍ଧୀ,ପଟ୍ଟଭି ସୀତାରାମାୟା ର ସମର୍ଥନ କରୁଥିଲା,ତେଣୁ ସୁଭାଷ ଚନ୍ଦ୍ର ବୋଷ ନିରନ୍ତର ବିରୋଧ ତଥା ଅସହଯୋଗ କାରଣରୁ ପଦତ୍ୟାଗ କରିବାକୁ ବାଧ୍ୟ ହେଇଥିଲେ ।

  11.ଲାହୋର କଂଗ୍ରେସ ରେ ବଲ୍ଲଭଭାଈ ପଟେଲ ବହୁମତ ପାଇ ନିର୍ବାଚନ ଶେଷ ହେଲା କିନ୍ତୁ ଗାନ୍ଧୀ ର ଜିଦ୍ କାରଣରୁ ସେ ପଦ ଚାଚା ଚରଣ ଚୁତିଆ ଜବାହରଲାଲ ନେହେରୁ କୁ ଦିଆ ଗଲା । 

  12.14-15 ଜୁନ,1947 ରେ ଦିଲ୍ଲୀ ରେ ଆୟୋଜିତ ଅଖିଳ ଭାରତୀୟ କଂଗ୍ରେସ ସମିତି ର ବୈଠକ ରେ ଭାରତ ବିଭାଜନ ପ୍ରସ୍ତାବ ଅସ୍ୱୀକୃତ ହେବାକୁ ଥିଲା, କିନ୍ତୁ ଗାନ୍ଧୀ ସେଠି ପହଁଚି ସେ ପ୍ରସ୍ତାବ କୁ ସମର୍ଥନ କରାଇଲା । ଏହା ବି ସେତେବେଳେ ହେଲା ଯେତେବେଳେ କି ଗାନ୍ଧୀ ନିଜେ କହିଥିଲା କି ଦେଶ ର ବିଭାଜନ ମୋ ଶବ ଉପରେ ହେବ । 

  13.ମହମ୍ମଦ ଅଲ୍ଲୀ ଜିନ୍ନା ଦେଶ ବିଭାଜନ ସମୟରେ ଗାନ୍ଧୀ କୁ ହିନ୍ଦୁ ମୁସଲିମ ଜନସଂଖ୍ୟା ର ସମ୍ପୂର୍ଣ୍ଣ ଅଦଳବଦଳ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ଯାହାକୁ ଗାନ୍ଧୀ ହିଁ ଅସ୍ବୀକାର କରିଥିଲା । 

  14.ଚାଚା ଚରଣଚୁତିଆ ଜବାହରଲାଲ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳ, ସରକାରୀ ବ୍ୟୟରେ ସୋମନାଥ ମନ୍ଦିରର ପୁନଃନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗାନ୍ଧୀ,ଯିଏକି ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବି ନଥିଲା ସେ ସୋମନାଥ ମନ୍ଦିର ଉପରେ ସରକାରୀ ବ୍ୟୟ କରିବା କୁ ବିରୋଧ କରିଥିଲା ହେଲେ 13 ଜାନୁଆରୀ 1948 ରେ ଆମରଣ ଅନଶନ ରେ ବସି ଦିଲ୍ଲୀ ର ମସଜିଦ ମାନଙ୍କର ପୁନଃନିର୍ମାଣ, ସରକାରୀ ବ୍ୟୟ ରେ କରିବା ପାଇଁ ବାଧ୍ୟ କରାଇଥିଲା ।

  15.ପାକିସ୍ତାନ ରୁ ବିସ୍ଥାପିତ ହେଇଥିବା ହିନ୍ଦୁ ମାନେ ଯେଉଁମାନେ କି ଦିଲ୍ଲୀର ଖାଲି ମସଜିଦ ରେ ଅସ୍ଥାୟୀ ଭାବେ ଶରଣ ନେଇଥିଲେ,ସେମାନଙ୍କୁ ମସଜିଦ ହାଡ଼ ଭଙ୍ଗା ଶୀତ ରେ ବାହାରକୁ କାଢିବାକୁ ବାଧ୍ୟ କରାଇଥିଲେ ଏହି ଗାନ୍ଧୀ । ଯେଉଁମାନଙ୍କ ଭିତରେ ବୃଦ୍ଧ,ମହିଳା ଓ ଛୋଟ ଛୋଟ ଛୁଆ ମାନେ ଥିଲେ...। 

  16. 22 ଅକ୍ଟୋବର 1947 ରେ ପାକିସ୍ତାନ,କାଶ୍ମୀର ଉପରେ ଆକ୍ରମଣ କରିଦେଲା,ପୂର୍ବ ମାଉଣ୍ଟ ବ୍ୟାଟେନ ଭାରତ ସରକାର ପକ୍ଷରୁ ପାକିସ୍ତାନ କୁ 55 କୋଟି ଟଙ୍କା ଦେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ପାକିସ୍ତାନ ର ଆକ୍ରମଣ କୁ ଦେଖି ଏ ରାଶି ଦେବାକୁ ମନା କରିଦେଇଥିଲେ କିନ୍ତୁ ଗାନ୍ଧୀ ପାକିସ୍ତାନ କୁ ଏ ରାଶି ଦେବା ପାଇଁ ବାଧ୍ୟ କରିଥିଲେ ଓ ଶେଷରେ ଆମରଣ ଅନଶନ ରେ ବସି ଯାଇଥିଲେ । ଫଳସ୍ୱରୂପ ଏହି ରାଶି ଭାରତ ର ହିତ ର ବିପରୀତ ରେ ଦିଆଯାଇଥିଲା ପାକିସ୍ତାନ କୁ । 

  17.ପଣ୍ଡିତ ଗୋଡ଼ସେ,ତଥାକଥିତ ମହାତ୍ମା ଗାନ୍ଧୀଙ୍କ ହତ୍ୟା କୁ ନ୍ୟାୟୋଚିତ ଦର୍ଶାଇବାକୁ ପ୍ରୟାସ କରିଥିଲେ । ପଣ୍ଡିତ ନାଥୁରାମ ନ୍ୟାୟାଳୟ କୁ କହିଥିଲେ କି,ମହାତ୍ମା ଗାନ୍ଧୀ ବହୁତ ବଡ଼ ଦେଶଭକ୍ତ ଥିଲେ,ସେ ନିଃସ୍ୱାର୍ଥପର ଭାବେ ଦେଶର ସେବା କରିଥିଲେ,ମୁଁ ତାଙ୍କୁ ବହୁତ ସମ୍ମାନ କରେ । ହେଲେ କୌଣସି ବି ଦେଶ ଭକ୍ତ କୁ ମୋର ଏ ଦେଶକୁ ଖଣ୍ଡ ଖଣ୍ଡ କରିବା,କୌଣସି ଏକ ସମ୍ପ୍ରଦାୟ ସହ ପକ୍ଷପାତ କରିବା ର ଅନୁମତି ଦେଇ ପାରିବି ନାହିଁ ତେଣୁ ଗାନ୍ଧୀ କୁ ହତ୍ୟା କରିବା ଛଡା ମୋ ପାଖେ ଅନ୍ୟ କୌଣସି ଉପାୟ ନଥିଲା । 

  18.ବିଭାଜନ ରେ ପାକିସ୍ତାନ ରୁ ଆସିଥିବା ହିନ୍ଦୁ ମାନଙ୍କର ଦୁର୍ଦଶା ମୋ ପକ୍ଷେ ଅସହ୍ୟ ଥିଲା । ଅଖଣ୍ଡ ହିନ୍ଦୁସ୍ତାନ ଗାନ୍ଧୀ ଙ୍କ ପାଇଁ ମୁସଲିମ ଲିଗ ଆଗରେ ଆଣ୍ଠୁ ମାଡି ବସିଥିଲା... ପୁଅ ମାନଙ୍କ ଆଗରେ ମା'ର ଖଣ୍ଡିତ ହୋଇ ବଣ୍ଟା ଯିବା ମୋ ପକ୍ଷେ ଅସହନୀୟ ଥିଲା...

  19.ନିଜ ଦେଶରେ ଆମେ ବିଦେଶୀ ହେଇଯାଇଥିଲୁ ଆଉ ଗାନ୍ଧିଜୀ ମୁସଲିମ ଲିଗ ର ଗୋଟେ ପରେ ଗୋଟେ ଦାବି କୁ ପୁରଣ କରି ଚାଲିଥିଲେ । ମୁଁ ନିଷ୍ପତ୍ତି ନେଲି କି ଭାରତ ମାତାକୁ ଆଉ ବିଖଣ୍ଡିତ ହେବାକୁ କି ଏଭଳି ଦୟନୀୟ ହେବାକୁ ଦେବି ନାହିଁ,ତେଣୁ ଗାନ୍ଧୀ କୁ ମାରିବାକୁ ହେବ ଆଉ ଏଥିପାଇଁ ମୁଁ ଗାନ୍ଧୀଙ୍କୁ ମାରିଲି..

  20.ମତେ ଜଣା ଅଛି କି ଏଥିପାଇଁ ମତେ ଫାଶୀ ହେଇଯିବ ଆଉ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି... ଆଉ ହଁ ଯଦି ମାତୃଭୂମୀ ର ରକ୍ଷା କରିବା ଅପରାଧ ତେବେ ମୁଁ ଏ ଅପରାଧ ବାର ବାର କରିବି...

  21.ଆଉ ହଁ,ଯେ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଅଖଣ୍ଡ ହିନ୍ଦୁସ୍ତାନ ରେ ନ ବହିଛି ସେ ପର୍ଯ୍ୟନ୍ତ ମୋ ଅସ୍ଥି ବିସର୍ଜନ କରିବ ନାହିଁ...। ମତେ ଫାଶୀ ଦେବା ସମୟରେ ମୋର ଗୋଟେ ହାତ ରେ ଗୈରିକ ଧ୍ୱଜା ଓ ଅନ୍ୟ ହାତ ରେ ଅଖଣ୍ଡ ଭାରତ ର ନକ୍ସା ହେବା ଦରକାର...ମୁଁ ଫାସୀରେ ଚଢ଼ିବା ବେଳେ ଅଖଣ୍ଡ ଭାରତ ର ଜୟ ଜୟ କାର କରିବାକୁ ଚାହିଁବି...। ହେ ମା ଭାରତୀ ମତେ ଦୁଃଖ ଲାଗୁଚି କି ମୁଁ ତୋର ଏତିକି ସେବା କରି ପାରିଲି...। -'ନାଥୁରାମ ଗୋଡ଼ସେ..'

     ନ୍ୟାୟାଳୟ ରେ ଚାଲୁଥିବା ଅଭିଯୋଗ ଅନୁସାରେ ଗୋଡ଼ସେ ଙ୍କୁ ମୃତ୍ୟୁ ଦଣ୍ଡ ମିଳିଲା କିନ୍ତୁ ଗୋଡ଼ସେ ନ୍ୟାୟାଳୟ ରେ ଯାହା ନିଜର କୃତ୍ୟ ର ସ୍ପଷ୍ଟୀକରଣ କରିଥିଲେ ସେଥିରେ ପ୍ରଭାବିତ ହୋଇ ସେ ଅଭିଯୋଗ ର ନ୍ୟାୟାଧୀଶ ଶ୍ରୀ ଜି.ଡି ଖୋସଲା ନିଜ ବହିରେ ଲେଖିଥିଲେ...

     "ନାଥୁରାମ ଙ୍କ ଅଭିଭାଷଣ ଦର୍ଶକ ମାନଙ୍କ ପାଇଁ ଏକ ଆକର୍ଷକ ଦୃଶ୍ୟ ଥିଲା। ଜନଗହଳି ଭରା ନ୍ୟାୟାଳୟ ଏତେ ଭାବାକୁଳ ଥିଲା କି ଲୋକମାନଙ୍କର କୋହଭରା ଧୀର କଥା ଓ ସେମାନଙ୍କ ଦୀର୍ଘ ନିଶ୍ଵାସ ସ୍ପଷ୍ଟ ଭାବେ ଶୁଣା ଯାଉଥିଲା ଆଉ ସେମାନଙ୍କ ଓଦା ଆଖି ଓ ଝରିବାକୁ ଥିବା ଲୁହ ବି ଦେଖିବାକୁ ମିଳୁଥିଲା...। ନ୍ୟାୟାଳୟ ରେ ଉପସ୍ଥିତ ଥିବା ସେ ଦର୍ଶକ ମାନଙ୍କୁ ଯଦି ନ୍ୟାୟ ଦେବା ପାଇଁ କୁହାଯାଇଥାନ୍ତା ତେବେ ମତେ ତିଳେ ମାତ୍ର ସନ୍ଦେହ ନାହିଁ କି ସେମାନେ ଅଧିକ ସଂଖ୍ୟା ରେ ଏହା ଘୋଷିତ କରିଥାନ୍ତେ କି ପଣ୍ଡିତ ନାଥୁରାମ ନିର୍ଦୋଷ...। "

     ପଣ୍ଡିତ ନାଥୁରାମ,ଭାରତୀୟ ନ୍ୟାୟ ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅପରାଧ ରେ ମୃତ୍ୟୁ ଦଣ୍ଡ କୁ ସହଜ ରେ ଗ୍ରହଣ କରି ନେଇଥିଲେ। କିନ୍ତୁ ଭାରତ ମାତାର ବିରୁଦ୍ଧରେ ଗାନ୍ଧୀ ଯେଉଁ ଅପରାଧ କରିଥିଲା ତା'ର ଦଣ୍ଡ ଏବେ ବି ଭାରତ ମାତା ଓ ତା'ର ସନ୍ତାନ ମାନଙ୍କୁ ଭୋଗିବାକୁ ପଡୁଛି...

      ହେ ମୋର ଭାରତ ମାତା ର ବୀର ସାହସୀ ପୁତ୍ର ପଣ୍ଡିତ ନାଥୁରାମ ଗୋଡ଼ସେ ତୁମର ବଳିଦାନ ଆମେ କେବେ ଭୁଲିବୁ ନାହିଁ,ତୁମେ ଆମ ଭିତରେ ଆଜିବି ଜୀବନ୍ତ ତୁମେ ଆମ ଭାବନା ରେ ଆମ ଦେଶପ୍ରେମ ରେ ଆଜି ବି ଅମର । 

         ପଣ୍ଡିତ ନାଥୁରାମ ଗୋଡ଼ସେ ଜିନ୍ଦାବାଦ୍..

         ପଣ୍ଡିତ ନାଥୁରାମ ଗୋଡ଼ସେ ଅମର ରହେ...



Rate this content
Log in

Similar oriya story from Action