Manju Rath

Tragedy

0.0  

Manju Rath

Tragedy

ମୁଁ ଓ ତୁମେ

ମୁଁ ଓ ତୁମେ

1 min
586


କେମିତି ତୁମ ଭୂଲ ବୁଝାମଣା । କୌଣସି ପ୍ରଶ୍ନ ର ସଠିକ୍ ଉତ୍ତର ତୁମେ ଦେଇପାରିଲ ନାହି ।ବିଶ୍ୱାସ ବଦଳରେ ଢାଳିଦେଲ ମୋ ଆଞୁଳାରେ ହଳାହଳ ବିଷ ।

କାହିଁକି ନା ତୁମ ମନର ସନ୍ଦେହ ଭିତରେ ପାଳୁଥିଲ ବିଷଧର ସର୍ପ ର ଫୁତ୍କାର ।ଫୁଙ୍କିବାକୁ ଭଲ ପାଉଥିଲ । ଛାଡି ଚାଲିଗଲ ବହୁ ଦୂର ।ସମ୍ପର୍କ ର ଦଉଡି କଣ ଏତେ ଦୁର୍ବଳ ଥିଲା ଯେ ଛିଣ୍ଡାଇବାକୁ ଟିକିଏ ବି କୁଣ୍ଠାବୋଧ କଲନି ।ତୁମେ ଓ ମୁଁ ର ପ୍ରଥମ ସାକ୍ଷାତ ନିଆରା ସେ ଅନୁଭୂତି ।ବୋଧେ ମୁଁ ଖାଲି ହୃଦୟଙ୍ଗମ କରି ପାରିଥିଲି ।


Rate this content
Log in

Similar oriya story from Tragedy