STORYMIRROR

Chirasmita Mishra

Inspirational

2  

Chirasmita Mishra

Inspirational

ମାଉସୀ

ମାଉସୀ

1 min
3.7K


ଦ୍ରୁତ ଗତି ରେ ଯାଉଥିବା କାରଟି ହଠାତ୍ହ ମାଉସୀ କଁ ଅନୁରୋଧ ରେ ଅଟକି ଗଲା . ମୁଣ୍ଡ ର ଚୁଟି ସିନା ଧଳା ହେଇଗଲାଣି ହେଲେଁ ଆଖିର ଚମକ ଏବେ ବି ଆସମାନୀ ନୀଳ.

ଯୁବ ଗହଣାର ଲମ୍ବା ଲାଇନିରେ ମାଉସୀ ଛିଡାହେଇଗଲେ .

ଡ୍ରାଇଭର ବିରକ୍ତି ର ସହ ଡାକ ପକେଇଲା , "ମାଉସୀ, ତମକୁ ଆଶ୍ରମରେ ଛାଡି ମୁ ମୋର କାମକୁ ଯିବି, ଅଯଥା ଲେଟ କାହିଁକି କରୁଛ"

"ରହ ବାପା , ଆଜି ଏଇ ଓଡ଼ିଶା ଆଇଡୋଲର ମଂଚରେ ଗାଇକିଯିବି. ତୁ ମନା କରନା ପ୍ଲୀଜ"

ରାସ୍ତା କଡ଼ ର ହର୍ନ ର କର୍କଶ ଶବ୍ଦ ଓ କୋଳାହଳରେ ମାଉସୀଙ୍କ ସ୍ବପ୍ନର ଶବ୍ଦ ସ୍ପଷ୍ଟ ବାରି ହେଇଯାଉଥିଲା. ଏବଂ ତାର ମହକ ଆଜି ପୁରା ସନ୍ଧ୍ୟା ଧୂପ ସହ ଖେଳିଯିବ ଯେବେ ଏପିଶୋଡ ଟିଭିରେ ଆସିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Chirasmita Mishra

Similar oriya story from Inspirational