STORYMIRROR

Eli Mohanty

Children

2  

Eli Mohanty

Children

କିଏ ସେଇ ଧୁର୍ତ୍ତ ବାଳକ

କିଏ ସେଇ ଧୁର୍ତ୍ତ ବାଳକ

1 min
14.6K


ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଂଗକୁମୃଦୁ ମୃଦୁ ବର୍ଷା.....।

ବଣ ବୁଦା ଭିତରୁ ଭାଷି ଆସୁଥାଏ ସାଇଁ ସାଇଁ ଶବ୍ବ। ଶ୍ୱାନ ଶ୍ୱାପଦଂକ ରଡି ସାଂଗକୁ ଶୁଭୁଥାଏ ଅଶରିରୀ ମାନଂକ ଅଟ୍ଟହାସ।

ଘନ ଘନ ବିଜୁଳି ଆଲୋକରେ ଦିଶିଯାଉଥାଏ ଭୟାନକ ମୁହଁଟିମାନ ।

କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ନ ହୋଇ ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୁର୍ବକ ଶବଟିକୁ ଉତ୍ତାରି ଆଣିଲେ ।

ସେ ତାକୁ କାନ୍ଧରେ ପକାଇ ଶୂନଶାନ ଶ୍ମଶାନ ପଥ ଅତିକ୍ରମ କରିବାକୁ ଉଦ୍ୟତ ହେବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା "

"କୁହ ରାଜା ଆଜିର ଦିନରେ ଜନ୍ମଗ୍ରହଣ କରି ଉତ୍କଳର ଅର୍ଦ୍ଧାଧିକ ନିରୀହ ଲୋକଂକ ହୃଦୟ ନଷ୍ଟ କରିଥିବା ଧୁର୍ତ୍ତ ବାଳକ ଜଣକ କିଏ ହେଇ ପାରେ ???

"ଉତ୍ତର ଜାଣି ନୀରବ ରହିଲେ ତୁମ ଶୀର ହେବ ସ୍କନ୍ଦଚ୍ୟୁତ"...

ବିକ୍ରମାର୍କ ତିଳେମାତ୍ର ସମୟ ନଷ୍ଟ ନକରି ଉତ୍ତର ଦେଲେ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children