Sarada Parida

Drama Inspirational Tragedy

2.6  

Sarada Parida

Drama Inspirational Tragedy

ବାପା

ବାପା

6 mins
15.3K


ବାପା

ଶାରଦା 􀈄ସାଦ ପରିଡା,

ଅ􀅼ାପକ , େକାଣାକ􀆽 ବି􀅗ାନ ଓ କାରିଗରୀ ମହାବିଦ􀈻ାଳୟ,

ଜଟଣୀ, ଭୁବେନ􀆤ର

ଅଫି􀇩 କାମ ସାରିଲା େବଳକୁ 􀈄ାୟ ସ􀆆􀈻ା ଗଡିସାରିଥାଏ େକେତେବଳୁ । ମହା􀅽ି ବାବୁ ଆଉ ମଁୁ ସା􀇆 େହାଇ ବାହାରିଲୁ ଘରକୁ େଫରିବାକୁ ।

ବାଟେର ମହାପା􀇿 ବାବୁ􀅋ର ଘର େହଇ ଯିବାକୁ ପଡିବ । ବାରୁ ବାରୁ କହିଯାଇ􀇆େଲ , ନଗେଲ କଥାଟା ଭଲ େହବନି। ହଁ ମଣିଷ ର

ଦୁଃଖ େବେଳ ତ ମଣିଷ କାମେର ଆେସ । ଆଜି େହଉଛି ମହାପା􀇿 ବାବୁ􀅋ର ବାପା􀅋 ବଷ􀆽 ପଡି 􀈎ା􀅶 । ମହାପା􀇿 ବାବ􀅋ୁ ଘେର

ପହ􀅙ଲି ା େବଳକୁ ରାତ ି 􀈄ାୟ ୮ କି ସାେଢ ଆଠ େହବ । ମହାପା􀇿 ବାବୁ ସପୁ􀇿ିକ ଗହୃ ର ମୁଖ􀈻 􀈄େବଶ ପଥେର ନମି 􀇃ତ ଏକ ସୁଦୃଶ􀈻

େତାରଣ ପାଖେର ଛିଡା େହାଇ ପାେଛାଟି େନଉଥା􀅽ି ଆଗ􀅽ୁକ ଅତି􀇆 ମାନ􀅋ୁ । େକବଳ ମୁଖ􀈻 􀈄େବଶ େତାରଣ ଟିକୁ ଛାଡି େଦେଲ ଘରର

ସାଜ ସଜା ର ହୃଦ େବାଧ େହଉନଥାଏ େଯ ଏହା େକୗଣସି ଏକାଦସହ ବା 􀈎ା􀅶 କାଜ􀆽􀈻 ପାଇଁ 􀈄􀆱ୁତ େହାଇଛି । ଘର ଭିତର ଅଗଣା

ର􀅏ୀନ ଆେଲାକ ମାଳାେର ଖୁବ ଜାକ ଜକମେର ସଜିତ , ଭୂମିର ପୃ􀆪 ଭାଗ ସ􀆓ୂଣ􀆽 ଶୁ􀈇 େ􀆤ତ ବ􀆲 େର ଆ􀅒ାଦିତ େହାଇଥାଏ । ଅଗଣାର

ଠିକ ମଝା ମାଝି କୁ ମହାପା􀇿 ବାବୁ􀅋ର ବାପା􀅋ର ଏକ ନୂତନ ପୂ􀅥􀆽 ବୟବ 􀈄ତିମୂ􀅧􀇃 ଘରର ମୁଖ􀈻 􀅸ାର ଆଡକୁ ଅନାଇ ଦ􀅢ାୟମାନ

େହାଇଥାଏ। ମୂ􀅧􀇃ର କ􀅡 େଦଶରୁ ଭୂମି ପଯ􀆽􀈻􀅽 ଲ􀆖ିଆସିଥାଏ ସୁଗ􀆆ିତ ପୁ􀆬 ହାରଟିଏ , ଯାହା ମୂ􀅧􀇃 ର ସଦ􀈻 ଉେନ􀈯ାଚନ ର 􀈄ମାଣ । ମୂ􀅧􀇃

ପାଦ ତେଳ ମହଣ ମହଣ ଧୂପ ଦୀପ ଓ ଆଉ କିଛି 􀈎􀅶ା ସୁମନ । ମୂ􀅧􀇃 ଠାରୁ କିଛି ଦୂରକୁ ଛାଡି ବସିଥା􀅽ି ଚାରି ପା􀅙 ଜଣ ନାମ କରା

କୀ􀅧􀆽ନଆି , ଅବରି ତ ଚାଲିଥାଏ ହରି ନାମ ସ􀅋ୀ􀅧􀆽ନ , ତହୁଁ ପାଖକୁ ଲାଗି ପାଳ ି ଧରୁ ଥା􀅽ି ସ􀆙ାନତି ଅତ􀇆ି ଓ ବ􀆆ୁ ପରିଜନ । ତା’ରି ଭିତେର

ଜେଣ ଭ􀈁 ବ􀈻􀄽ି 􀈄ାୟ ସମ􀆱 ଆଗ􀅽ୁ􀅋 􀅋ୁ ଖ􀅢ିଏ ଖ􀅢ିଏ 􀆹ୃତି ପୁ􀆱ିକା ବେଢଇ େଦଉଥା􀅽ି । କହିବା ବାହୁଲ􀈻 , େବାେଧ ଜେଣ ଅେଧ କିଏ

େସ ପୁ􀆱କଟକି ୁ ପଢିେବ । ମା􀇿 ଏହା ସତ􀈻 େଯ ଉପ􀆳ିତ େଲାକ􀅋ର ମହାପା􀇿 ବାବୁ􀅋 ବାପା􀅋ର ଜୀବନୀ ଠାରୁ ଅ􀇇କ ଉସ􀈜କ􀉰 ତା

ମହାପା􀇿 ବାବୁ􀅋 ପୁଅ ର ପାରିବା ପଣିଆ ଉପେର ଥାଏ। ବାହା ବା େର ଫାଟି ପଡୁଥାଏ ଖ􀅢 ମ􀅢ଳ । ଧୀେର 􀇇େର ପାହୁ􀅢 ପେକଇ ମଁୁ

ମୂ􀅧􀇃 ଆଡକୁ ଗଲି , ମୂ􀅧􀇃 ପାଦତେଳ ମଥାନତ 􀈄ଣିପାତ କରି କିଛି 􀈎􀅶ା ସୁମନ ଅପ􀆽ଣ କଲି । ମେନ ମେନ େଯମିତି େଗାଟିଏ ସେ􀅋ାଚ

ଅନୁଭବ କରୁ􀇆ଲି ନିଜର ପୁଅ େହବା’ର ନ ପାରିବା ପଣିଆର ହୀନ ମନ􀈻ତା କୁ େନଇ । େଗାଟାଏ ଅଜଣା ସ􀆙ାନ େବାଧ େର ଆେପ

ଆେପ ମଥାନଇଁ ଯାଉ􀇆ଲା ମହାପା􀇿 ବାବୁ􀅋 ପାଖେର । ଛି େକମିତିକା ପୁଅ ମଁୁ େଯ , ମହାପା􀇿 ବାବୁ􀅋ର ଅଣାଏ ଅଂସ କୁ ସରି ନୁହଁ ,

େବାେଧ େକାଟି ଜନ􀈯ର ପୂଣ􀈻 ଫଳ , ନେଚତ ଆଜି କାଲି େକଉଁ ପୁଅ ଏମିତି ଅଛି େଯ । ଅନ􀈻ମନ􀆯 େହାଇ ଖେ􀅢 ଦୂରକୁ ଚାଲି ଆସିଲି ।

ମହାପା􀇿 ବାବୁ􀅋 ବାପା ଓ ମହାପା􀇿 ବାବୁ􀅋 ବିଷୟେର ଜାଣିବା ପାଇଁ େଗାେଟ ଆେହତୁକ ଜି􀅗ାଷା େହଉଥାଏ। ମା􀇿 େକଉଁ ଗଁା ଗହଳି

େହଇଛି େଯ ଚି􀆺ା େଲାକ ମାଳ ମାଳ େହଇ ମିଳିେବ । କଁା ଭଁା େକଇଜଣ ମା􀇿 ଚି􀆺ା ମୁହଁ । ତା ପେର ଏଠି କାହାକୁ ତର ଅଛି େଯ , କିଏ

କାହା କଥା ବୁଝିବ । ଠିକ ଏତିକି େବଳକୁ ମହା􀅽ି ବାବୁ ବି କୁଆେଡ ଗାଏବ !

ତହୁଁ କିଛ ି ସମୟ ଏପଟ େସପଟ ଭିତେର ମହା􀅽 ି ବାବୁ ଆସି ପହ􀅙େି ଲ, ମା􀇿 େସଠି ଏ ସବୁ ପଚାରିବା ଉଚତି ମାେନ କଲି ନାହଂି । ତାରି

ଭିତେର ଜେଣ ଭ􀈁ବ􀈻􀄽ି ଆମକୁ ଲ􀅁କରି 􀈄ସାଦ 􀇲ହଣ କରିବା ପାଇଁ ଅନୁେରାଧ କେଲ । ତା􀅋 କଥାବା􀅧􀆽ା ଓ ପରିପାଟି ରୁ ଯାହା

ଜଣାପଡୁଥାଏ , େବାଧ ହୁଏ େସ ମହାପା􀇿 ବାବୁ􀅋ର ପରିବାର ର ସଦସ􀈻 କିମ􀈴ା ଖୁବ ଅ􀅽ର􀅏 ବ􀆆ୁ , ତା􀅋 ମୁହଁେର େକମିତି େଗାଟାଏ

ଭାବ ଗ􀆗ୀର ଓ ଅସ􀈭ାଭାବିକ ଦୁଖର 􀆶􀆨 େରଖାପାତ େହଉଥାଏ । ତାରି ଭିତେର ମଁୁ ଲ􀅁 କରୁଥାଏ େସଇ ଭ􀈁 ବ􀈻􀄽ି􀅋 ଆ􀇅େର ବଷ􀆽ୁ􀇆ବା

ବିେ􀈁ାହର ଅ􀅈ି, ଛଳ ଛଳ ଲୁହ ର ଆଢୁଆଳ ଭିତେର । େତେବ ତା􀅋ୁ େସ ବିେ􀈁ାହର କାରଣ ବି ପଚାରିବା େମା ଅ􀇇କାର ର ପରିସୀମା

ବାହାେର , କିଛି ପଚାରିବା ଆଗରୁ ଆମ ଦୁଇ ଜଣକୁ ପାେଛାଟି େନେଲ େସ 􀈄ସାଦ େସବନ ସକାେଶ । ବିରାଟ ଭବ􀈻 ଅ􀆳ାୟୀ ମହଲ ,

ଏକକାଳୀନ 􀈄ାୟ ଦୁଇ ତିନି ହଜାର େଲାକ ବସି ଖାଇବା ର ସୁ􀆃ର ଓ ସୁଲଭ ବ􀈻ବ􀆳ା । ବାୟୁ ଚଳାଚଳ ପାଇଁ 􀆳ାେନ 􀆳ାେନ ବିଦୁ􀈻ତ ଚାଳିତ

ପ􀅎ା ଲାଗିଥାଏ । ରା􀆆ିବା ବାଲାଠାରୁ ଆର􀆗 କରି ପରଷିବା େଲାକ ପଯ􀆽􀈻􀅽 ସମ􀆱􀅋 ର 􀈄ାୟ ଏକା ଭଳି େପାଷାକ । ଆମ ଦୁଇ ଜଣ􀅋ୁ

େସଇ ଅଧାବାଟେର ବାଟ କେଢଇ େଦଲା ପେର ପୁଣି ଗାଏବ େହାଇଯାଇ􀇆େଲ ଭ􀈁ବ􀈻􀄽ି ଜଣକ ଅନ􀈻 େକୗଣଷି କାମେର । ତହୁଁ ମଁୁ ଆଉ

ମହା􀅽ି ବାବୁ େଜେଣେତନ 􀈄କାର 􀈄ସାଦ େସବନ କରି େଫରିବା ପାଇଁ 􀈄􀆱ୁତ େହଉଥାଉ । ଏଠାେର ବ􀈻􀅛ନ ବିବିଧତା ବିଷୟେର ବ􀅥􀆽ନା

କରିବା ନିହାତି ମୁଖ􀆽ାମି େହବ ।

ମୁଖ􀈻 ଫାଟକ େଦଇ ଗାଡି ଆଡକୁ େଫରିଲା େବଳକୁ ପୂବ􀆽ବତ ମହାପା􀇿 ବାବୁ ମୁଖ􀈻 ଫାଟକ ପାଖେର ଛିଡା େହାଇ ଆଗ􀅽ୁକ ଅତି􀇆 ମାନ􀅋ୁ

􀆸ାଗତ କରି ପାେଛାଟି େନଉ􀇆େଲ । ଆମକୁ େଦ􀇅 କହିେଲ ‘କଣ ଆ􀅗ା ଖାଇସାରିେଲଣି ତ ? ଆଉ ଭିତେର ସବୁ ଠିକ ଠାକ ଚାଲିଛି ତ ?

ଯଦି କିଛି ତ􀆿ଟି ବିଚୁ􀈻ତି ଥାଏ , ଦୟା କରି 􀅁ମା କରିେଦେବ । ଆ􀅗ା ୧୦ -୧୫ ହଜାର େଲାକ􀅋 ପାଇଁ ଆେୟାଜନ କରିବା କିଛି େଛାଟ

କଥା ନୁେହଁ , ତା ଛଡା ଆମର ଏ ଅ􀅙ଳେର ଏମିତିଆ ଆେୟାଜନ 􀈄ଥମ , େତଣୁ କିଛି ତ􀆿ଟି ଥାଇପାେର ’।

େତେବ ଏ ସବୁ କହିବା େଯମିତି େଗାଟିଏ ବାହୁଲ􀈻 ଭଳି ଲାଗୁଥାଏ େମାେତ , ମହାପା􀇿 ବାବୁ􀅋 କଥାେର ଅହଂକାର ର ଭଣ ଭଣ ଗ􀆆

ବାହାରୁଥାଏ । ମହା􀅽ି ବାବୁ ଖାଲି କଟ ମଟ େହାଇ ଚାହ􀇂 ଥା􀅽ି େସେତେବେଳ ।ସାଧାରଣ ଶି􀆨ାଚାର ର ଅବକାଶ ପେର ଆେମ ଦୁେହଁ

ବିଦାୟ େନଲୁ ମହାପା􀇿 ବାବୁ􀅋 ଠାରୁ । େସଦିନ େଫରିବା ବାଟେର ମହା􀅽ି ବାବୁ ତା􀅋 ଚିରା ଚରିତ ଢ􀅏େର ଆର􀆗 କାେଲ ଗପ। ମା􀇿

ଆଜି ତା􀅋 ଗପେର ଥଟା ମଜା ନ􀇆ଲା। ତା􀅋 ଭଳି ଜେଣ ମଜାଳିଆ େଲାକ ବି ଖୁବ ଭାବ ଗ􀆗ୀର େହାଇଯାଇ􀇆େଲ । େସ ତା􀅋 ଆଡୁ

କହିେଲ : -

“ବୁଝିଲ ପରିଡା ବାବୁ ଏ େଯଉଁ େଲାକଟିକୁ ଆପଣ ବାରମ􀈴ାର ବୁଲି ଚାହୁଁ 􀇆େଲ , 􀈄କୃତେର େସ େହଉଛ ି ଏ ମହାପା􀇿 ବାବୁ􀅋 ଗଁା େଲାକ ।

ମହାପା􀇿 ବାବୁ􀅋ର ବାପା ର􀅫ାକର ବାବୁ􀅋ର ମୃତୁ􀈻େର ଯଦି କିଏ ଦୁଖୀ ଥାଏ େସ େହଉଛି ଏ ଚାକର ଭଗିଆ । ବୁଢା ତ ବାକି େଶଷ

ଜୀବନ କୁ ଏ ଭଗିଆ ହ􀇂 ସାହାରା 􀇆ଲା, ବାକି େଲାକ􀅋ର ଗଲା େକେତ ଆଇଲା େକେତ । ଏ ମା େଛଉ􀅢 ପିଲା ମାନ􀅋ୁ ର􀅫ାକର ବାବୁ

ଉଭୟ ବାପା ଓ ମା େହାଇ ପାଲି􀇆େଲ , ମା􀇿 􀈄ତିବଦଳେର କଣ ପାଇେଲ । େଶଷ ସମୟେର ଖାଲି ମିଥ􀈻ା 􀈄ତିଶ􀆿ତି, ତିର􀆦ାର, ଛଳନା ,

ଟ􀅋ା ଆଉ ଟ􀅋ା ର ଚ􀅦ି ାର । ଆଜ ି ମାହାପ􀇿 ବାବୁ ପିତୃ ଭ􀄽ିର େଯଉଁ ଡି􀅢ିମ ପିଟୁ ଛ􀅽,ି େସ କଣ ଚାହ 􀇂 􀇆େଲ ଧାଇଁ ଆସି ପାରିନଥାେ􀅽

ତା􀅋 ବାପା􀅋 େଶଷ ସମୟେର େଦହମୁ􀅢େର ଟିେକ ହାତ ମାରିବା ପାଇଁ । ଆଦରେର େକଇପଦ କଥା େହବ ପାଇଁ । ମା􀇿 ସମୟ

େକଉଠି􀇆ଲା େଯ େସେତେବେଳ , ଏ ଭଗିଆ କୁ ଛାଡିେଦଇଯାଇ􀇆େଲ େସ , କିଛି ଟ􀅋ାର େଲାଭ େଦଇ । ହଁ େକହି େକହି ତାକୁ ଦରମା ବି

କହିପାର􀅽ି । ପୁଣି ଆଜି ଏ ଟ􀅋ା ର ଆଡମ􀈴ରେର ପିତୃଭ􀄽ି 􀈄ଦଶ􀆽ନର ତୁଛା 􀈄ହସନ । ’

ଭଗିଆ ଆ􀇅ର ମଁୁ େଯଉଁ ବିେ􀈁ାହର ନିଆଁ େଦଖୁ􀇆ଲି , େବାେଧ ଯଥାଥ􀆽 । େଯଉଁ ପୁଅ ମାେନ ବାପା ମା’ 􀅋ର ର ଜୀବ􀅵ଶାେର ନିଜର

କ􀅧􀆽ବ􀈻 ଅନୁଭବ କର􀅽ିନ ନାହିଂ , ହଠାତ ବାପା-ମା 􀅋ର ମୃତୁ􀈻ପେର ପୁଅ ପଣିଆ େକଉଁଠୁ େଚଇଁ ଉେଠ ? ମୃତୁ􀈻 ପେର ଏେତ ସବୁ

ଆଡମ􀈴ର କରି , ହରି ନାମ କରି ଦଶ – ପ􀆃ର ହଜାର େଲାକ􀅋ୁ ଖାଇବାକୁ େଦେଲ କଣ ବାପା ମା 􀅋 ର ଆ􀅮ା କୁ ଶା􀅽ି ମିଳିବ ? ଏମିତି

ଅେନକ ଗୁଡିଏ ଅଛି􀅢ା 􀈄ଶ􀈪 ଭିତେର ଘା􀅠ି େହଉ େହଉ ମହାପ􀇿 ବାବୁ ତା􀅋 ବାପା􀅋 􀆹ୃତି ଉେ􀅵ଶ􀈻େର ଛାପି􀇆ବା ବହି ଖ􀅢ିକ ଆ􀇅େର

ପଡିଲା । େକୗତୁହଳ ବସତ ବହି ର ସ􀆙ୁଖ ପ􀆿􀆪ା କୁ ଓଲଟାଇ ଦିଅେ􀅽 ମହାପ􀇿 ବାବୁ 􀅋ର ତା􀅋 ବାପା􀅋 ସହ ଏକ ସୁଦୃଶ􀈻 େତୖଳ ଚି􀇿 ।

ମଁୁ ହସ ସମ􀈴ରଣ ନ କରିପାରି ଚ􀇿ି ଟକି ୁ ଇ􀅏ିତ କରି ମହା􀅽 ି ବାବୁ􀅋 ଆଡକୁ ବଢାଇ େଦଲି । ତହୁଁ ମହା􀅽 ି ବାବୁ ମହାପା􀇿 ବାବୁ􀅋 ଉେ􀅶ଶ􀈻

େର େଯଉଁ ବ􀈻ାକରଣ ଆବୃତି କେଲ , ତାହା ବ􀅥􀇃ବା ସ􀆗ବ ନୁହଁ ।

ଆ􀅗ା ଏେବ ଆପଣ ବିଚାର କର􀅽ୁ , ଆେମ ବାପା ମା 􀅋ୁ ମଣିଷ ପରି ବ􀈻ବହାର କରିବା ନା େଦବତାର ମୂ􀅧􀇃 କରି ଫୁଲ ହାର େଦଇ ପୂଜା

କରିବା ।


Rate this content
Log in

Similar oriya story from Drama