Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lopamudra Parida

Tragedy Inspirational

4.4  

Lopamudra Parida

Tragedy Inspirational

ଆଲବମ୍

ଆଲବମ୍

1 min
22



ଖଟରେ ପଡି ପଡି ବିଜାର୍।


ପୁରୁଣା ପିଲାଦିନ କଳାଧଳା କି ହଲକା ରେଡ୍ ୟେଲୋ,ବ୍ଲୁ ବେସିକ୍ କଲର ବାଲା ଫଟୋ କ୍ଲିକ୍ସ ମନେପଡିଲା ।


ଆଲବମ ଦେଖିବାକୁ ଭାରି ଭଲ ଲାଗେ, ଯେତେ ରାଉଣ୍ଡ ଆଗରୁ ଦେଖିଥିଲେ ବି ଫରକ୍ ପଡେନି ।ସତରେ ଯେମିତି କାଗଜର ଟାଇମ୍ ମେସିନ୍ ।ହାତ ଧରି ନେଇଯାଏ ମେମୋରୀ ଲେନ୍ କୁ ଇଚ୍ ସ୍ନାପ୍।


ଇଚକ୍ ଦାନା, ପିଚକ୍ ଦାନା 

ଦାନେ ଉପର ଦାନା 

ଇଚକ୍ ଦାନା 


ହା ହା ହା ଓ ହା .....ମୋଟି, ପେଟି, ମୁଦ୍ଗର, ଚାଉଳ ବସ୍ତା,ଏମିତି ସବୁ ଉପାଧି ଚେହେରାକୁ ନେଇ ,ଅନବରତ ପାଟି ଚାକୁଳା ଗୁଣ ଯୋଗୁଁ ରସିଆ ମେସିନ୍, ଛେଳୀ, ଡଷ୍ଟବିନ, ସବୁ ଉପାଧି ଆଉ ତୁଫାନ୍ ମେଲ୍ ପରି ଭାରିଭରଗମ୍ ପଦଟି , ସବୁ ବେଳେ ଚାଲି ବଦଳରେ ଦଉଡି ଦଉଡି ଚାଲିବା ପାଇଁ ମିଳିଥିଲା ।


ଆଉ ଯାହା ଉପରେ ବି ଯୋଉଠି ବି ବସିଲା ବେଳେ ଧୁମ୍ କରି ବସିବା ଆଉ ତଳ ପଦାର୍ଥଟିର ଚେପା ପକ୍କା ସିଓର କରେଇବା ଯୋଗୁଁ ସର୍ଦାର ଜୟଲ ସିଂ ର ଶିରପା ଟିଏ ବନ୍ଧା ହେଇଥିଲା ମଥା ରେ । 


ଆଉ ଲୁଚକାଳି ଖେଳିଲା ବେଳେ କଣ ବାଜେଟି ......


ଆରିସିକୁ ଚାହିଁ ବାପା ଗାଆନ୍ତି ।


ସତ କହ ମୋର ଟିକି ଆଇନା

କାହିଁ ଗଲା ମୋ ଜାପାନୀ ଖେଳନା 

ଆରେ ଆଖି ଠାରିଦେଇ, ଲୁଚିଗଲା କାହିଁ 

........


କିଏ ଦବ ଆଜି ତାର ଠିକଣା ।


ମୁଁ ବାପା ଙ୍କ ପଛରୁ ସେଇ ଆଇନାରେ ହି ନିଜକୁ ଚାହିଁ କହେ 


ହେଇ' ତା .....


କାଖେଇ ନେଇ ବୋଉ କୋଳକୁ ଦେଇ ବାପା ଗେଲୁ କରି ଦିଅନ୍ତି ଆଉ କୁହନ୍ତି, ଆରେ ମୋ ଗେଲ୍ହୀ ତ ଜିତିଗଲା ।


*********


ଆଜି ବି ମୁଁ ହାରିବିନି, ଜିତିବି ।

ମୋ ମୁହଁ ତ ଆଜି ବି ମିରର୍ ରେ ଦିଶୁଛି, ଖାଲି 


ହେଇ'ତା 


କହିଦେଲେ ହବ ।


ହେଲା ଫାଷ୍ଟ ଷ୍ଟେଜ୍ ତ ,ହଉ ।


ଫେରିଯିବି ପୁଣି ,

ମୋ ଆଲବମ ର ଲାଷ୍ଟ ମୋର୍ ପେଜେସ୍ ଖାଲି ଅଛି ଯେ ।


ହାପି ଟାଇମ୍ ର ଫଟୋ ସବୁ ହିଁ ତ କ୍ଲିକ୍ କରାହୁଏ ନା ।


ନୋ ୱରି ।ମୁଁ କରି ପାରିବି ।


ଥାଙ୍କୁ ,ମୋ ଆଲବମ ।



Rate this content
Log in

More oriya story from Lopamudra Parida

Similar oriya story from Tragedy