Nimai Sahani
Fantasy
ଚାହେଁନା ମୁଁ ଆକାଶ ଠୁଁ
ଗାଢ଼ ନୀଳ ରଙ୍ଗ ,
ଚାହେଁନା ମୁଁ ପବନ ଠୁଁ
ରୁପ ରସ ଗନ୍ଧ ,
ଚାହେଁ ନାହିଁ ଜହ୍ନ ଆଉ
ତା ଜୋଛନାର
ଶୀତଳ ପରଶ ,
ଚାହେଁ ନାହିଁ ଫୁଲ ଅବା
ସୁଗନ୍ଧିତ ବାସ ,
ତୁମକୁ ପାଇଲା ପରେ
ଲାଗୁଛି ଯେମିତି
ମୋ ସମସ୍ତ କାମନା ର
ହୋଇଛି ବିନାଶ ।
ଯବନିକା
ସମାଜବାଦର ସ୍ବପ୍ନ ଦେଖିଥିଲେ ସପନ ଭାଙ୍ଗିଗଲା, ସହିଦ ହେଲେସେ ଦେଶ ମାତୃକାର ଦୀପ ଟେ ଲ ସମାଜବାଦର ସ୍ବପ୍ନ ଦେଖିଥିଲେ ସପନ ଭାଙ୍ଗିଗଲା, ସହିଦ ହେଲେସେ ଦେଶ ମାତୃକାର ...
ଅଭିମାନୀ ମନ ଝୁରୁଛି ତୁମକୁ ମନକଥା ଆଉ କହିବି କା'ରେ କ୍ଷମା କରିଦେବ ମୋ ଧୃଷ୍ଟତା ପାଇଁ ପ୍ରଣତି ଢାଳଇ ଚରଣ ତ... ଅଭିମାନୀ ମନ ଝୁରୁଛି ତୁମକୁ ମନକଥା ଆଉ କହିବି କା'ରେ କ୍ଷମା କରିଦେବ ମୋ ଧୃଷ୍ଟତା ପାଇଁ ...
ଇରାକ ଯୁଦ୍ଧରେ ଶତାଧିକ ଇରାକୀ ସୈନ୍ୟଙ୍କ ମୃତ୍ୟୁ ହେଇଛି । ତେଣୁ ଇରାକ ସରକାର, ଦେଶବିଦେଶରୁ ଯୁବକମାନଙ୍ ଇରାକ ଯୁଦ୍ଧରେ ଶତାଧିକ ଇରାକୀ ସୈନ୍ୟଙ୍କ ମୃତ୍ୟୁ ହେଇଛି । ତେଣୁ ଇରାକ ସରକାର, ଦେଶବିଦେଶରୁ ଯୁ...
ଉଜ୍ଜ୍ୱଳ ଭବିଷ୍ୟତ. ଉଜ୍ଜ୍ୱଳ ଭବିଷ୍ୟତ.
ଅବୁଝା ଜହ୍ନ ଅବୁଝା ଜହ୍ନ
ନବ କଲ୍ୟାଣୀ ନବ କଲ୍ୟାଣୀ
ଅତିଥି ସତ୍କାର ଅତିଥି ସତ୍କାର
ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ଲାଗେ ଭାରି ଅବସାଦ । ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ...
ସମୟ ତ ଆସିଛି ଆଗେଇ ଭକତ ପାଖକୁ ପାର୍ବଣ ରେ ମାତା ରାଣୀ ଅତି ନିକଟରେ , ଶ୍ୱେତପଦ୍ମ ଅଜାଡ଼ି ଦେ ସମୟ ତ ଆସିଛି ଆଗେଇ ଭକତ ପାଖକୁ ପାର୍ବଣ ରେ ମାତା ରାଣୀ ଅତି ନିକଟରେ , ଶ୍ୱେତ...
ବୋମାର ଆତଙ୍କ ଦେଖି ଭୟରେ ଥରୁଛି ଛାତି । ଯୁଦ୍ଧ ବିଭୀଷିକା ଦୃଶ୍ଯ ବୋମାର ଆତଙ୍କ ଦେଖି ଭୟରେ ଥରୁଛି ଛାତି । ଯୁଦ୍ଧ ବିଭୀଷିକା ଦୃଶ୍ଯ
ଅବତରି ମାଁ' ଗଉରୀ ଶ୍ୱେତବର୍ଣ୍ଣା ଶାନ୍ତାକାରୀ ଗିରୀ ତନୟା ହୁଅନ୍ତି ସାହା କଲ୍ଯାଣମୟୀ ମା'ଭବାନୀ ଅବତରି ମାଁ' ଗଉରୀ ଶ୍ୱେତବର୍ଣ୍ଣା ଶାନ୍ତାକାରୀ ଗିରୀ ତନୟା ହୁଅନ୍ତି ସାହା କଲ୍ଯାଣମ...
କେବେ ଆସେ ନୀଳ ମେଘ ବର୍ଷାଭିଜା ସକାଳକୁ ଧରି ପୁଣି ଅନନ୍ତ ପ୍ରେମ ଉଲ୍ଲାସର ଫଗୁଣ ଫଲ୍ଗୁକୁ ସଂଗ କରି |୩| ... କେବେ ଆସେ ନୀଳ ମେଘ ବର୍ଷାଭିଜା ସକାଳକୁ ଧରି ପୁଣି ଅନନ୍ତ ପ୍ରେମ ଉଲ୍ଲାସର ଫଗୁଣ ଫ...
ଜ୍ଞାନ-ବିଜ୍ଞାନରେ ହେଉ ଉଦ୍ଦୀପିତ ମୋ ପ୍ରିୟ ଦେଶ ଭାରତ । ଜ୍ଞାନଗୁରୁ ସାଜି ଜ୍ଞାନ-ବିଜ୍ଞାନରେ ହେଉ ଉଦ୍ଦୀପିତ ମୋ ପ୍ରିୟ ଦେଶ ଭାରତ । ଜ୍ଞାନଗୁରୁ ସା...
ଦରସିଝା କଇଁଥା ଜୀବନ ଗରିବର ଯେ ସବୁବେଳେ ସିଝୁଥାଏ ବିକୁଥାଏ ନାହିଁ ନାହିଁ ନାହିଁ ଦ୍ରବ୍ଯ ତା ଦରସିଝା କଇଁଥା ଜୀବନ ଗରିବର ଯେ ସବୁବେଳେ ସିଝୁଥାଏ ବିକୁଥାଏ ନାହିଁ ନାହିଁ ନାହିଁ...
ହାରିଛି ଏ ଚିଲିକା ଅନେକ ଅମାନିଆ ମନକୁ , ତା ବିରହେ କେତେ ଯେ ଚାପିଛି ଲୋତକକୁ । ତା ସୌନ୍ଦର୍ଯ୍ୟ ମେଲ ହାରିଛି ଏ ଚିଲିକା ଅନେକ ଅମାନିଆ ମନକୁ , ତା ବିରହେ କେତେ ଯେ ଚାପିଛି ଲୋତକକୁ । ତା ସୌନ୍ଦର୍...
ତାର ସନ୍ତାପିତ ମନରେ ସଭିଙ୍କ ବିଚ୍ଛେଦର ସେଇ ଦାରୁଣ ଦୁଃଖକୁ ତୁମେ କି ଜାଣିଛ ଗୋଟେ କବିର ଜୀବନ କ ତାର ସନ୍ତାପିତ ମନରେ ସଭିଙ୍କ ବିଚ୍ଛେଦର ସେଇ ଦାରୁଣ ଦୁଃଖକୁ ତୁମେ କି ଜାଣିଛ ଗୋଟେ କବିର ଜୀ...
ପ୍ରାର୍ଥନା ଏତିକି ଆମର ହେ ଏକବିଂଶ କର ଟିକେ କର୍ଣ୍ଣାଗୋଚର ଶାନ୍ତି ସୁଖ ଐକ୍ୟ ପ୍ରତିଷ୍ଠା ପୂର୍ବକ ବୃ ପ୍ରାର୍ଥନା ଏତିକି ଆମର ହେ ଏକବିଂଶ କର ଟିକେ କର୍ଣ୍ଣାଗୋଚର ଶାନ୍ତି ସୁଖ ଐକ୍ୟ ପ୍ରତିଷ୍ଠା ପୂ...
କବିତା ଲେଖା ନହେଲା ନାହିଁ କବିତା ଲେଖା ନହେଲା ନାହିଁ
ମୁହଁ ଲୁଚେଇ କାନି ଭିଯେଇବା ମୁଁ ତତେ ଅନେକ ଦେଖିଛି। ଧୁପକାଠିର ଧୁଆଁ ପରି ପବନରେ ମିଳେଇ ଯିବା... ମୁହଁ ଲୁଚେଇ କାନି ଭିଯେଇବା ମୁଁ ତତେ ଅନେକ ଦେଖିଛି। ଧୁପକାଠିର ଧୁଆଁ ପରି ପବନରେ ମି...
ମାଟି କଣ୍ଢେଇଟି ଭାଙ୍ଗିଗଲେ ମନ ମାରି ଋଷି ବସେ, ମିଛ ହାଣ୍ଡି କଡେଇରେ ଛଅ ତରକାରୀ, ନଅଭଜା ସମସ୍ୟା ବିହୀନ... ମାଟି କଣ୍ଢେଇଟି ଭାଙ୍ଗିଗଲେ ମନ ମାରି ଋଷି ବସେ, ମିଛ ହାଣ୍ଡି କଡେଇରେ ଛଅ ତରକାରୀ, ନ...