STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ଉତ୍କଳ

ଉତ୍କଳ

1 min
232

ସାଗର କୂଳରେ ବୋଇତ

ଚାରୁଶୋଭା ମନ ମୋହିତ,

ଜଗନ୍ନାଥ ଆମ କରତା

ଖାରବେଳଙ୍କର ବିରତା,

ସବୁଥିରେ ଆମେ ଆଗରେ

ଚାରୁ କଲା ବଡ ବାଗରେ।

ବୁଦ୍ଧଦେବଙ୍କର ବାରତା

ମଠ ବିହାରରେ କରତା,

ଭାଇ ଚାରା ରଖି ଶରଧା

ନାହିଁ ଭେଦ ଭାବ ପରଦା,

ଏକାଠି ସବୁଠି ଲଢ଼ିବୁ

ଆମ ରାଇଜକୁ ଗଢିବୁ ।

ନଦୀ ନାଳ ବନ ଝରଣା

ଆମ ମାଟି ସୁନା କଳନା,

ସଶ୍ୟ ଶ୍ୟାମଳ। ଭରଣା

ନୂଆ ଆଶା କରି କଳ୍ପନା,

ଗଢ଼ିବା ଓଡିଶା ଆମେରେ

ସହଯୋଗ କରି କାମେରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational