STORYMIRROR

Bikash Sahu

Romance

1  

Bikash Sahu

Romance

ତୁମେ

ତୁମେ

1 min
2.6K


ଆସ ତୁମେ ମୋ ଭିତରେ ମିଶି ଯାଅ

ମୁଁ ଖୋଜୁଛି ତୁମକୁ

ଆସ ତମେ ମୋ ସ୍ୱପ୍ନରେ ଚାଲି ଆସ

ଦେଖୁଥିବି ସ୍ୱପ୍ନରେ ତୁମକୁ

ଆସ ତୁମେ ମୋ କୁଡ଼ିଆକୁ 

ରଖିବି ମୋ ରାଣୀ କରି

ଆଉ 

ସବୁ ବେଳେ ତୁମ ଭିତରେ ନିଜକୁ 

ଅନୁଭବ କରୁଥିବି

ଆମ ପ୍ରୀତିର ମତୁଆଲା ରଙ୍ଗରେ 

ଫଗୁଣର ହୋଲି ଖେଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bikash Sahu

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance