STORYMIRROR

Saudamini Panda

Tragedy

4  

Saudamini Panda

Tragedy

ତୁ ଆଉ ନାହୁଁ ମାଁ

ତୁ ଆଉ ନାହୁଁ ମାଁ

1 min
23.8K

ବିନା ଡାକରେ ସକାଳୁ ମୁଁ ନିଜେ ଉଠିଯାଉଛି

ତୁ ଆଉ ନାହୁଁ ମାଁ,

ବିନା କାନ୍ଦରେ ସବୁ କାମ ନିଜେ କରିଦେଉଛି

ତୁ ଆଉ ନାହୁଁ ମାଁ,

ଵେଶ ଠିକ୍ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଅଛି କି ନାହିଁ ତନଖି ଦେଉଛି

ତୁ ଆଉ ନାହୁଁ ମାଁ,

ଭୁଲ୍ କରିଲେ ନିଜକୁ ବୁଝେଇ ଦେଉଛି

ତୁ ଆଉ ନାହୁଁ ମାଁ,

ଦୁଃଖ ଆସିଲେ ନିଜକୁ ଶାନ୍ତ କରିଦେଉଛି

ତୁ ଆଉ ନାହୁଁ ମାଁ,

ବିନା ତାରରେ ମୁଁ ଶୋଇ ଯାଉଛି

ତୁ ଆଉ ନାହୁଁ ମାଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy