STORYMIRROR

Rasmita Badajena

Abstract Action

2  

Rasmita Badajena

Abstract Action

ତଥାପି ମୁଁ ଭୋକରେ

ତଥାପି ମୁଁ ଭୋକରେ

1 min
18

ଭୋକ ପାଇଁ ଭିକାରୁଣୀ

ପୁଣି କେତେବେଳେ ଦାନବ,

ଏଠି ଦି'ମୁଠା ଚାଉଳ ମିଳୁନି

ଭୋକ ମେଣ୍ଟାଇବାପାଇଁ,

ସବୁକିଛି ପ୍ରୟାସ ବିଫଳ

କେତେବେଳେ ମାଲିକର ଅତ୍ୟାଚାର

ପୁଣି କେତେବେଳେ ଭିକ୍ଷୁକର ଶଯ୍ୟାଶାୟୀ,

ଏଠି କେହିବି ଶାନ୍ତନା ଦିଅନ୍ତି ନାହିଁ

ଯାହା ଭୋକପାଇଁ କରୁଛି ଦେଖାଯାଏନି,

ଯେତେବେଳେ ବିକ୍ରି ହୋଇଯାଏ

ସେ ଖବର ସମସ୍ତଙ୍କ ପାଖରେ ପଂହଁଚିଯାଏ

ସମସ୍ତଙ୍କ ନଜର ମୋ ଉପରେ

ତଥାପି ମୁଁ ଭୋକରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract